ETV Bharat / bharat

କେନ୍ଦ୍ର ଉପରେ ବର୍ଷିଲେ ମମତା - ମମତା ବାନାର୍ଜୀ

ଗତ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ରାଜ୍ୟ ସରକାରଙ୍କୁ ଜିଏସଟି ଏବଂ ସାମାଜିକ ଯୋଜନା ପାଇଁ ଅର୍ଥ ପ୍ରଦାନ କରାଯିବା ଉଚିତ୍ । କିନ୍ତୁ ଏଠାରେ ଏକ ସାଧାରଣ ପ୍ୟାକେଜ୍ ବିଷୟରେ ମଧ୍ୟ ଆଲୋଚନା କରିବାକୁ ବାରଣ କରାଯାଇଛି। ।

mamta banrajee
କେନ୍ଦ୍ର ଉପରେ ବର୍ଷିଲେ ମମତା
author img

By

Published : May 13, 2020, 7:43 AM IST

କୋଲକାତା:କେନ୍ଦ୍ରକୁ ଟାର୍ଗେଟ କଲେ ମମତା ବାନାର୍ଜୀ । ଗତ ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ରାଜ୍ୟ ସରକାରଙ୍କୁ ଜିଏସଟି ଏବଂ ସାମାଜିକ ଯୋଜନା ପାଇଁ ଅର୍ଥ ପ୍ରଦାନ କରାଯିବା ଉଚିତ୍ । କିନ୍ତୁ ଏଠାରେ ଏକ ସାଧାରଣ ପ୍ୟାକେଜ୍ ବିଷୟରେ ମଧ୍ୟ ଆଲୋଚନା କରିବାକୁ ବାରଣ କରାଯାଇଛି। ।

ଏଥିସହ ମମତା ବାନାର୍ଜୀ ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗ ଉପରେ ମୋଦି ସରକାରଙ୍କୁ ଟାର୍ଗେଗ କରି କହିଛନ୍ତି ଯେ, ଯେଉଁ ଲୋକମାନେ ଏଠାରେ ଫସି ରହିଛନ୍ତି ସେମାନେ ଖୁସି ଅଛନ୍ତି କିନ୍ତୁ ବାହାର ରାଜ୍ୟରେ ଫସି ରହିଥିବା ଆମ ରାଜ୍ୟରେ ଲୋକମାନେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ।

ଏଥିସହ ସେ କହିଛନ୍ତି, ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ କିନ୍ତୁ କେନ୍ଦ୍ର ସରକାର ଆମକୁ କିଛି ଦେଇନାହାନ୍ତି। ଏଥିସହ ସାମାଜିକ ଯୋଜନା ଏବଂ ଜିଏସଟି ପାଇଁ ଆମେ ଯାହା ଆବଶ୍ୟକ କରୁଛୁ କେନ୍ଦ୍ର ତାହା ଦେବା ଉଚିତ୍ । କିନ୍ତୁ ସ୍ପେସିଆଲ ପ୍ୟାକେଜ କଥା ତ ଭୁଲିଯାଅ ଆମକୁ ଏପର୍ଯ୍ୟନ୍ତ ସାଧାରଣ ପ୍ୟାକେଜ ମଧ୍ୟ ମିଳିନଥିବା ମମତା ବାନାର୍ଜା ଏକ ପ୍ରେସ କନଫେରେନ୍ସରେ କହିଛନ୍ତି ।

ଏହାଛଡା ସେ କହିଛନ୍ତି, ଆମେ ଯେବେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥାଉ ସବୁବେଳେ ଖାଲି ହାତରେ ହିଁ ଫେରିଥାଉ।ଗତ କିଛି ମାସ ହେବ ଆମର ଆୟ କିଛି ନାହିଁ କିନ୍ତୁ ତାର ପ୍ରତିବଦଳରେ କେନ୍ଦ୍ର ସରକାର ଆମକୁ କିଛି ଦେଇନାହାନ୍ତି ।

ପ୍ରକାଶ ଥାଉକି, ଗତ ମଙ୍ଗଳବାର ମମତା ବାନାର୍ଜୀ କହିଥିଲେ ଯେ, ରାଜ୍ୟରେ ଥିବା ରେଡ ଜୋନଗୁଡିକ ତିନୋଟି ଶ୍ରେଣୀରେ ବିଭକ୍ତ କରାଯିବ । କିନ୍ତୁ କଣ୍ଟେନମେଣ୍ଟ ଜୋନଗୁଡିକରେ କୌଣସି ପରିବର୍ତ୍ତନ କରାଯିବନାହିଁ । ଏଥିସହ ସେ କହିଛନ୍ତି ମେ 21 ଲକଡାଉନ ପରଠାରୁ ଅଧିକ ଛାଡ ଦିଆଯିବ ଏବଂ ସାଧାରଣ ପରିବହନରେ ବସ୍ ଏବଂ କ୍ୟାବ ଚାଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.