ETV Bharat / bharat

‘ମମତା ଓ ଧନକଡ, ସର୍କସର ଦୁଇ ଜୋକର’ - Mamata , Dhankhar are two jokers of circus

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡଙ୍କ ଉଦ୍ଦେଶ୍ୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଦୁହେଁ ସର୍କସର ଦୁଇ ଜୋକର ବୋଲି କହି ସମାଲୋଚନା କରିଛନ୍ତି।

Adhir Chowdhury
‘ମମତା ଓ ଢଙ୍କର, ସର୍କସର ଦୁଇ ଜୋକର’
author img

By

Published : Jan 18, 2020, 12:29 PM IST

କୋଲକାତା: ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡଙ୍କ ଉଦ୍ଦେଶ୍ୟରେ ବିବାଦୀୟ ମନ୍ତବ୍ୟ ଦେଇନ୍ତି। ଉଭୟେ ସର୍କସର ଦୁଇ ଜୋକର ବୋଲି ସେମାନଙ୍କୁ କଟାକ୍ଷ କରି କହିଛନ୍ତି ସେ। ଶୁକ୍ରବାର ପଶ୍ଚିମବଙ୍ଗର ପଶ୍ଚିମ ମେଦୀନପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସିଏଏ ବିରୋଧି ରାଲିରେ ଯୋଗ ଦେଇ ଏହା କହିଛନ୍ତି ଅଧିର ରଞ୍ଜନ।

ସେ ଆହୁରି ମଧ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗର ନବାନ୍ନା ଭବନ (ରାଜ୍ୟ ସଚ୍ଚିବାଳୟ) ଓ ରାଜଭବନରେ ସର୍କସ ଚାଲିଛି। ଏହି ଦୁଇ ଗୃହର ମୁଖ୍ୟ ମମତା ବାନାର୍ଜୀ ଓ ଜଗଦୀପ ଧନକଡ ସର୍କସର ଦୁଇ ଜୋକର ଭୂମିକାରେ ଅଭିନୟ କରୁଛନ୍ତି।’

ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାରଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତପାର୍ଥକ୍ୟ ରହୁଥିବା ଦେଖିବାକୁ ମିଳିଛି। ହେଲେ ରାଜ୍ୟପାଳ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Intro:Body:

fefwfwefe

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.