ETV Bharat / bharat

ନିର୍ବାଚନୀ ହିଂସା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ମମତା - tmc

ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହୋଇଥିବା ହିଂସା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଫାଇଲ ଫଟୋ
author img

By

Published : May 29, 2019, 11:23 PM IST

କୋଲକତା: ନିର୍ବାଚନୀ ହିଂସାକୁ ବିରୋଧ କରିବେ ମମତା ବାନାର୍ଜୀ । ଏଥିପାଇଁ ଗୁରୁବାର ଅପରାହ୍ଣ 1ଟା ସମୟରେ ନୈହାଟି ନଗର ନିଗମ ବାହାରେ ଟିଏମସି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବ । ଏଥରେ ମମତା ବାନାର୍ଜୀ ଯୋଗଦେବେ ବୋଲି ଜଣାପଡ଼ିଛି ।

ଟିଏମସି ନେତାଙ୍କ କହିବା ଅନୁଯାୟୀ, ଆସନ୍ତା ଗୁରୁବାର ଅପରାହ୍ନ 1ଟା ସମୟରେ ନୈହାଟି ନଗର ନିଗମ ବାହାରେ ଟିଏମସି ବିରୋଧ ପ୍ରର୍ଦଶନ କରାଯିବ । ଯେଉଁଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେ ।

ସୂଚନାଯୋଗ୍ୟ ଗତ 25ରେ ପଶ୍ଚିମବଙ୍ଗରେ ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ବିଜେପିର 50ରୁ ଊର୍ଦ୍ଧ୍ବ କର୍ମୀ ଆହତ ହୋଇଥିଲେ । କିନ୍ତୁ ତୃଣମୂଳ କଂଗ୍ରେସର କହିବା ଅନୁଯାୟୀ ତୃଣମୂଳ କଂଗ୍ରେସର କର୍ମୀମାନେ ମଧ୍ୟ ଉକ୍ତ ଗଣ୍ଡଗୋଳରେ ଆହତ ହୋଇଥିବା ସହ ବିଜେପି କର୍ମୀମାନେ ତାଙ୍କ ଦଳର କିଛି କର୍ମୀଙ୍କୁ ହତ୍ୟା କରିଥିଲେ । ଯାହାକୁ ନେଇ ଟିଏମସି ପକ୍ଷରୁ ଏହି ଆନ୍ଦୋଳନ କରାଯିବ ବୋଲି ସୂଚନା ରହିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.