ETV Bharat / bharat

କୁହୁଡି କାଳ: ଟ୍ୟାଙ୍କର-ବସ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା 12 ଜୀବନ ‌ - ଦୁର୍ଘଟଣାରେ ଚାଲିଗଲା ଆଠ ଜୀବନ

ଉତ୍ତରପ୍ରଦେଶର ଧନାରୀ ଥାନା ସମ୍ବଲ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା 12 ଜୀବନ । ଅଧିକ ପଢନ୍ତୁ...

ଉତ୍ତପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ଉତ୍ତପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
author img

By

Published : Dec 16, 2020, 12:14 PM IST

Updated : Dec 16, 2020, 7:24 PM IST

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଧନାରୀ ଥାନା ସମ୍ବଲ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 25ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ଉତ୍ତପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ସୂଚନାଅନୁସାରେ, ଅତ୍ୟଧିକ କୁହୁଡି କାରଣରୁ ସମ୍ବଲ ଅଞ୍ଚଳରେ ଗ୍ୟାସ ଟ୍ୟାଙ୍କର ଓ ବସ ସହ ଧକ୍କା ହୋଇଥିଲା । ଫଳରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ 12 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ପ୍ରାୟ 25ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଏସପି ଚକ୍ରେଶ ମିଶ୍ର ସୂଚନା ହେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 16, 2020, 7:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.