ETV Bharat / bharat

ସାଧାରଣତନ୍ତ୍ର ଦିବସ ପରେଡରେ ଜଲୱା ଦେଖାଇବେ ମହିଳା ବାଇକର୍ - ସାଧାରଣତନ୍ତ୍ର ଦିବସ ପରେଡ

26 ଜାନୁୟାରୀ ପରେଡରେ ଏଥର ପ୍ରଥମ କରି ସିଆରପିଏଫର ମହିଳା ବାଇକର ଯୋଗ ଦେବେ। ଏହି ମହିଳା ବାଇକର ମୁଖ୍ୟତଃ ପିସ୍ତଲ ପୋଜିସନ,ରାଇଫଲ ପୋଜିସନ ସହ ବିଭିନ୍ନ ଷ୍ଟଣ୍ଟ ପ୍ରଦର୍ଶନ କରିବେ। ଅଧିକ ଖବର ପଢନ୍ତୁ...

Mahila' bikers of CRPF
ସାଧାରଣତନ୍ତ୍ର ଦିବସ ପରେଡରେ ଜଲୱା ଦେଖାଇବେ ମହିଳା ବାଇକର୍
author img

By

Published : Jan 21, 2020, 11:50 AM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ପାଳିବ 71 ତମ ସାଧାରଣତନ୍ତ୍ର ଦିବସ। ଏନେଇ ରାଜଧାନୀ ଦିଲ୍ଲୀରେ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ଏଥରର 26 ଜାନୁୟାରୀ ପରେଡରେ ପ୍ରଥମ ଥର ସିଆରପିଏଫର ମହିଳା ବାଇକର ଯୋଗ ଦେବେ। ଏହି ମହିଳା ବାଇକ ରାଇଡର ଗ୍ରାନଦେଉର ଓ ଲେସଡ ଜନପଥରେ ବାଇକ ମାଧ୍ୟମରେ ଏରୋବିକ୍ ପ୍ରଦର୍ଶନ କରିବେ।

ସିଆରପିଏଫର ଏହି ମହିଳା ବାଇକର ଟିମ ଓ ମୋନିକର ଡେୟାର ଡେଭିଲ୍ସ 2014 ମସିହାରେ ନିଜର ବିଭିନ୍ନ କଳାକୃତ୍ତିରେ ସମସ୍ତଙ୍କ ହୃଦୟ ଜିତିଥିଲେ। 65 ଜଣିଆ ଏହି ମହିଳା ଟିମ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବରେ ନିଜର ପାରଦର୍ଶିତା ଦେଖାଇଥାନ୍ତି। ଗତ କିଛିଦିନ ତଳେ ଗୁଜୁରାଟର କେଭାଦୀୟା ଜାତୀୟ ଏକତା ଦିବସ ପାଳନ ଅବସରରେ
ଏହି ଟିମ ଇଣ୍ଡିଆ ଗେଟ ପାଖରେ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ।

Mahila' bikers of CRPF
ସାଧାରଣତନ୍ତ୍ର ଦିବସ ପରେଡରେ ଜଲୱା ଦେଖାଇବେ ମହିଳା ବାଇକର୍

ଏହି ମହିଳା ବାଇକର ମୁଖ୍ୟତଃ ପିସ୍ତଲ ପୋଜିସନ, ରାଇଫଲ ପୋଜିସନ, ବିମ ରୋଲ, ଲ୍ୟାଡର କ୍ଲାଇମ୍ବିଂ, ପିରାମିଡ ଓ ରାଉଣ୍ଡ ଡକେନ ଭଳି ଷ୍ଟଣ୍ଟ ଦେଖାଇବେ ବୋଲି ସିଆରପିଏଫ ସୂତ୍ରରୁ ପ୍ରକାଶ। ସିଆରପିଏଫ ଟିମରେ ଥବା ଏହି ସମସ୍ତ ସଦସ୍ୟଙ୍କୁ ଦେଶର ବିଭିନ୍ନ ସ୍ଥାନରୁ ପୋଷ୍ଟିଂ କରାଯିବା ସହ ସେମାନେ ସୀମାବର୍ତ୍ତୀ ଅଞ୍ଚଳରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି।

କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବାହିନୀ(ସିଆରଫିଏଫ-ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ହେଉଛି ଦେଶର ସର୍ବବୃହତ୍ତ ଅର୍ଦ୍ଧ ସାମରିକ ବଳ। ସିଆରପିଏଫରେ ବର୍ତ୍ତମାନ 16ଟି ମହିଳା ବାଟାଲିଆନ କାର୍ଯ୍ୟରତ ଥିବା ବେଳେ, ସେମାନଙ୍କୁ ସୁରକ୍ଷା ପାଇଁ ଜମ୍ମୁ କାଶ୍ମୀର ସହ ବିଭିନ୍ନ ମାଓପ୍ରବଣ ଇଲାକାରେ ନିୟୋଜିତ କରାଯାଇଛି।

Intro:Body:

Blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.