ETV Bharat / bharat

‘ବାପୁ’.. ସତ୍ୟର ମାର୍ଗଦର୍ଶକ, ଅହିଂସାର ପୂଜାରୀ

ଅର୍ଦ୍ଧନଗ୍ନ ଫକୀରଙ୍କ ବଳରେ ସ୍ବାଧିନ ହେଲା ଭାରତ । ତାଙ୍କର ସଂଘର୍ଷ ଓ ଅବଦାନ ଯୋଗୁଁ ଆଜି ପ୍ରତିଟି ଭାରତୀୟଙ୍କ ପଛରୁ ହଟିଯାଇଛି ଗୁଲାମୀର ସେହି କଠୋର ଶବ୍ଦ ।

ଡିଜାଇନ ଫଟୋ
author img

By

Published : Aug 23, 2019, 7:46 PM IST

ବାପୁ, ସେ ମହାତ୍ମା । ସେ ରାଷ୍ଟ୍ରପିତା । ହଁ ଲାଗେ ଏଇ କେଇ ଶବ୍ଦରେ ଯେମିତି ପୂରା ଦୁନିଆ ବସିଯାଏ । ଥରେ ଆଲବର୍ଟ ଆଇନଷ୍ଟାଇନ କହିଥିଲେ , ଆଗମୀ ପୀଢି ବୋଧେ ବିଶ୍ବାନ କରି ନ ପାରେ ଯେ, ହାଡ ମାଂସର ଏପରି ଏକ ମଣିଷ ଯିଏ ସତରେ ଏଇ ଧରିତ୍ରୀରେ ରହିଥିଲା । ବାପୁଙ୍କୁ ଯିବା କେଇ ଦଶକ ବିତିଲାଣି । ହେଲେ ଆଜି ବି ସେଇ ତର୍କ କ୍ରମଗତ ଭାବେ ଚାଲିଛି, କଣ ବାପୁ ଓ ତାଙ୍କର ସିଦ୍ଧାନ୍ତ ସେତିକି ପ୍ରାସଙ୍ଗିକ ? ଯେତିକି ସେତେବେଳେ ସମୟରେ ଥିଲା ।

ସତ୍ୟ ହିଁ ଭଗବାନ

ଗାନ୍ଧୀ ଯଦିଓ ନାହାନ୍ତି, ହେଲେ ତାଙ୍କ ବିଚାର ଆଜି ବି ପୂରା ବ୍ରହ୍ମାଣ୍ଡ ଅନୁଭବ କରୁଛି । ଯେତେବଳେ ବି କୌଣସି କୋଣରେ ବୋମା ଓ ବନ୍ଧୁକର କୋଳହଲ ଶ୍ବାସରୁଦ୍ଧ କରିଦିଏ ସେତେବଳେ ମନ ସେହି ସଘଂର୍ଷ ଓ ଶାନ୍ତିର ପ୍ରତୀକ ସେହି ଅର୍ଦ୍ଧନଗ୍ନ ଫକୀର ଆଡକୁ ଚାଲିଯାଏ । ଯାହାକୁ ଦୁନିଆ କୁହେ ଗାନ୍ଧୀ । ହଁ ମହାତ୍ମା ଗାନ୍ଧୀ । ବସୁଧୈବ କୁଟୁମ୍ବମ ଭାରତୀୟ ସଂସ୍କତିର ଶାନ୍ତି ସ୍ଥାପନାର ଉଦ୍ଦେଶ୍ୟରେ ବାପୁ ଆଜି ବି ଚୀର ନମନୀୟ ।

ସେ କୁହନ୍ତି ....
ଇଶ୍ବର ସତ ନୁହେଁ ସତ ହିଁ ଇଶ୍ବର । ଆଉ ସେହି ସତ୍ୟର ଧାତୁ ଓ ଅହିଂସାର ଶାଣରେ ସାଣିତ ହୋଇଥିଲା ସତ୍ୟାଗ୍ରହର ଡାକରା । ଯାହା ବଳରେ ଆଜି ଆମେ ସ୍ବାଧିନତାର ଦେଶରେ ଶାନ୍ତିର ଜୀବନ ବଞ୍ଚୁଛୁ ।

ଗାନ୍ଧି ନାହାନ୍ତି, ହେଲେ ତାଙ୍କ ବିଚାର ଚିର ଅମର । ପ୍ରତିଟି କୋଣ ଅନୁକୋଣରେ ତାଙ୍କ ଶବ୍ଦ ଗୁଞ୍ଜରିତ । ଯୁଦ୍ଧ , ଶାନ୍ତି, ଆତଙ୍କବାଦ, ଭ୍ରଷ୍ଟାଚାର, ବେରାଜଗାରୀ, ସାମ୍ପ୍ରଦାୟିକତା ଆଦି ଯକୌଣସି ବି ମୁଦ୍ଦା ହେଉ ନା କାହିଁକି , ତାର ଗୋଟିଏ ଶାଖା ଅଚାନକ ବାପୁ ସହ ଯୋଡିଯାଇଥାଏ । ତେବେ କଣ ଏଇ ବାପୁଙ୍କ ପାଖରେ ଅଛି, ଯେ ଦୁନିଆ.. ପ୍ରତିଟି ମୁହୁର୍ତ୍ତରେ ତାଙ୍କୁ ଶେଷ ଆଶା ଭାବେ ଚାହିଁଥାଏ । ଆଉ ସେ ହେଉଛି ବିଶ୍ବାସ । ତାଙ୍କର ବିଶ୍ବାସ ରହିଥିଲା ଏହି ଅହିଂସା ଓ ସତ୍ୟାଗ୍ରହର ମାର୍ଗରେ ହିଁ ଦେଶ ସ୍ବାଧିନ ହେବ । ଆଉ ଯଦି ଏପରି ତେବେ ନିଶ୍ଚିତ ଏଇ ଦେଶ ଚିରକାଳ ବଞ୍ଚିରହିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.