ETV Bharat / bharat

ମ୍ୟାଗି ପାନିପୁରୀ ଭିଡିଓ ଦେଖି ରାଗିଲେ ଟ୍ବିଟର ୟୁଜର୍ସ - ମ୍ୟାଗି ପାନିପୁରୀ ଭିଡିଓ ଦେଖି ରାଗିଲେ ଟ୍ବିଟର ୟୁଜର୍ସ

ମ୍ୟାଗି ପାନିପୁରୀ ଭିଡିଓ ଦେଖି ରାଗିଲେ ଟ୍ବିଟର ୟୁଜର୍ସ । ଏହି ଭିଡିଓ ପୋଷ୍ଟ କରିବା ପରେ ଅଧିକ ନକରାତ୍ମକ କମେଣ୍ଟ ଆସିଥିବା ଦେଖାଯାଇଛି । ଏଭଳି କମ୍ବିନେଶନକୁ କେହି ଭଲ ଲାଗିନଥିବା କହିଛନ୍ତି । ଅଧିକ ପଢନ୍ତୁ...

Maggi Pani Puri And More - Food Combinations That Are Making The Internet Cringe
ମ୍ୟାଗି ପାନିପୁରୀ ଭିଡିଓ ଦେଖି ରାଗିଲେ ଟ୍ବିଟର ୟୁଜର୍ସ
author img

By

Published : Jun 5, 2020, 6:51 PM IST

ହାଇଦ୍ରାବାଦ: ଇଣ୍ଟନେଟରେ ଟ୍ରେଣ୍ଡ କରୁଛି ମ୍ୟାଗି ପାନିପୁରୀ ବା ମ୍ୟାଗି ଗୁପଚୁପ । ସାଧାରଣତଃ ଗୁପଚୁପ ସମସ୍ତଙ୍କର ପ୍ରିୟ ଫାଷ୍ଟଫୁଡ । ବିଶେଷ କରି ଯୁବପିଢିଙ୍କ ପ୍ରିୟ ଫାଷ୍ଟଫୁଡ ଗୁପଚୁପ । ବାହାରକୁ ଆସିଲେ ଚଟପଟା ପାଣି ସହ ଗୁପଚୁପର ସ୍ବାଦ ନେବାକୁ ଭୁଲନ୍ତି ନାହିଁ ଆଜିକାର ଯୁବପିଢି ।

ତେବେ ଲକ ଡାଉନରେ ବାହାର ଗୁପଚୁପ ମିଳିବା ଅସମ୍ଭବ । ତେଣୁ ଏବେ ଲୋକେ ଘରେ ଗୁପଚୁପ ବନେଇ ଖାଉଛନ୍ତି । କିନ୍ତୁ ଏଥର ଏକ ଭିନ୍ନ ଢଙ୍ଗରେ ମ୍ୟାଗି ଗୁପଚୁପ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଜଣେ ଟ୍ବିଟର ୟୁଜର୍ସ ଏହି ଭିଡିଓ ପୋଷ୍ଟ କରିବା ପରେ ଅଧିକ ନକରାତ୍ମକ କମେଣ୍ଟ ଆସିଥିବା ଦେଖାଯାଇଛି । ଏଭଳି କମ୍ବିନେଶନକୁ କେହି ଭଲ ଲାଗିନଥିବା କହିଛନ୍ତି । କାରଣ ମ୍ୟାଗି ଏବଂ ପାନିପୁରୀ ଅଲଗା ଅଲଗା ଖାଇଲେ ଏହାର ସ୍ବାଦ ବେଶୀ ବଢିଥାଏ ବୋଲି କୁହାଯାଇଛି ।

ଅନ୍ୟ କିଛି ୟୁଜର୍ସ ଏହି ଭିଡିଓ ଦେଖି କ୍ରୋଧିତ ହୋଇଥିବା ଦେଖାଯାଇଛି । କାରଣ ଏପରି କରିବା ଦ୍ବାରା ଉଭୟ ଖାଦ୍ୟର ସ୍ବାଦ ନଷ୍ଟ ହେଉଥିବା କହିଛନ୍ତି ୟୁଜର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.