ଚେନ୍ନାଇ: କାଠରେ ତିଆରି ହେଲା ସାଇକେଲ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତାମିନଲନାଡୁର ଜଣେ ବଢେଇ ନିଜ ପୁଅ ପାଇଁ ମନଲାଖି କାଠ ସାଇକେଲଟିଏ ତିଆରି କରିଛନ୍ତି ।ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।
ସାଇକେଲଟିର ରିମ ,ବ୍ରେକ,ଟାୟାର ଓ ଚେନକୁ ଛାଡିଦେଲେ ପୁରା ସାଇକେଲଟି କାଠରେ ତିଆରି ହୋଇଛି । ଏହାକୁ ତିଆରି କରିବା ପାଇଁ ମାତ୍ର 8 ଦିନ ସମୟ ଲାଗିଥିବା କହିଛନ୍ତି ମଦୁରାଇର କାରିଗର ଜଣକ।
@ ANI