ETV Bharat / bharat

ମଧ୍ୟପ୍ରଦେଶରେ ଚିନ୍ତା ବଢାଇଲେ ଦୁବାଇ ଫେରନ୍ତା ବ୍ୟକ୍ତି - ଶବଯାତ୍ରାରେ ସାମିଲ୍ 1,500 ଲୋକ ପଜିଟିଭ୍

ଦୁବାଇ ଫେରନ୍ତା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି କୋଭିଡ୍-19 ପଜିଟିଭ୍। ଏହାସହ ସେଠାରେ ଆୟୋଜିତ ଶଵଯାତ୍ରାରେ ସାମିଲ 1,500 ଲୋକ ମଧ୍ୟ ପଜିଟିଭ୍। ଅଧିକ ପଢନ୍ତୁ...

Madhya-pradesh-man
ମଧ୍ୟପ୍ରଦେଶ ମ୍ୟାନ୍ ବଢେଇଲା ଚିନ୍ତା, ଦୁବାଇର ଶବଯାତ୍ରାରେ ସାମିଲ୍ 1,500 ଲୋକ ପଜିଟିଭ୍
author img

By

Published : Apr 4, 2020, 6:12 PM IST

ନୂଆଦିଲ୍ଲୀ: ଦୁବାଇ ଫେରନ୍ତା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଏବେ ସରକାରଙ୍କ ଚିନ୍ତା ବଢେଇ ଦେଇଛନ୍ତି । ମାର୍ଚ୍ଚ 17 ତାରିଖରେ ନିଜ ମାଆର ଅନ୍ତିମ ସଂସ୍କାର ପାଇଁ ଏହି ବ୍ୟକ୍ତି ଜଣଙ୍କ ଦୁବାଇ ଯାଇଥିଲେ । ସଠାରେ ଶବଯାତ୍ରାରେ ପ୍ରାୟ 2 ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ ।

ତନ୍ମଧ୍ୟରୁ 1,500 ଲୋକଙ୍କ ରକ୍ତ ପରୀକ୍ଷା କରାଯାଇଥିଲା । ସେମାନଙ୍କ ଠାରେ ପଜିଟିଭ୍ ଲକ୍ଷଣ ଦେଖାଯାଇଥିଲା । ଭାରତ ଫେରିଥିବା ମଧ୍ୟପ୍ରଦେଶର ଏହି ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କ ପରିବାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ପରିବାରର 11ଜଣଙ୍କ ରକ୍ତନମୂନାରେ ସଂକ୍ରମଣ ଦେଖାଦେଇଛି । ଵୟସ୍କ, ବୃଦ୍ଧ ଏଵଂ ପିଲା ଆଉ ପଡୋଶୀ ଏହି ବ୍ୟକ୍ତିଙ୍କ ଭୁଲ୍ ପାଇଁ ଘାଣ୍ଟି ହେଉଛନ୍ତି । ସହିପରି ଏହି ବ୍ୟକ୍ତି 30ରୁ ଅଧିକ ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିବା ପରେ ରାଜ୍ୟ ସରକାର ସେମାନଙ୍କ ରକ୍ତନମୂନା ପରୀକ୍ଷା କରାଇଥିଲେ । ସେମାନଙ୍କ ନମୂନା କୋରୋନା ପଜିଟିଭି ବାହାରିଥିବା ବେଳେ ମଧ୍ୟପ୍ରଦେଶରେ ଏହି ଘଟଣା କୋରୋନା ପରିସ୍ଥିତିକୁ ଗୁରୁତର କରିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.