ETV Bharat / bharat

ରାହୁଲ, ପ୍ରିୟଙ୍କାଙ୍କ ପ୍ରଶଂସା କଲା ଶିବସେନା - rahul gandhi

ଶିବସେନା ମୁହଁରେ ରାହୁଲ, ପ୍ରିୟଙ୍କାଙ୍କ ପ୍ରଶଂସା । ଭାଇ-ଭଉଣୀଙ୍କ କଠିନ ପରିଶ୍ରମ ଦେବ ଅଧିକ ସଂଖ୍ୟକ ସିଟ । ବହୁମତ ନପାଇଲେ ବି ଏଥର ବିରୋଧୀ ଦଳର ମାନ୍ୟତା ପାଇବା ସୁନିଶ୍ଚିତ ବୋଲି ଇଙ୍ଗିତ କରିଛି ଶିବସେନା ।

ଫାଇଲ ଫଟୋ
author img

By

Published : May 21, 2019, 4:26 PM IST

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ପରେ ନିର୍ଦ୍ଧାରଣ ହେବ ନେତାଙ୍କ ଭାଗ୍ୟ । ଜନାଦେଶ କାହାକୁ ଯାଇଛି ତାହା ସାରା ଦେଶ ଜାଣିବ । ହେଲେ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଥିଲା ବହୁ କସରତ । ଦଳ ଡିଆଁ ଠାରୁ ଆରମ୍ଭ କରି ଦଳ ବିରୋଧୀ ମନ୍ତବ୍ୟ ହେଉ ବା ଦଳର ମଙ୍ଗ ସମ୍ଭାଳିବା ହେଉ ପ୍ରତିଟି ଦଳରେ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର । ତେବେ ଚର୍ଚ୍ଚା ସେତେବେଳେ ଜୋର ଧରିଥିଲା ଯେତେବେଳେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ମହାସଚିବ ଦାୟିତ୍ବରେ ରହିଲେ । ଏହାପରେ ଫୁଲ ଆକ୍ସନ ମୁଡରେ ଆସିଥିଲେ ଏହି ଲେଡି । ପ୍ରଚାର କରିବାକୁ ଗଳିକନ୍ଦିରେ ପହଞ୍ଚିଥିଲେ । ଆଉ କେବେକେବେ ସାଥ ଦେଉଥିଲେ ସାନଭାଇ ରାହୁଲ ଗାନ୍ଧୀ । ଆଉ ଏହି 2 ଜଣଙ୍କ ପରିଶ୍ରମ ଫଳଫଳରେ ପ୍ରତିଫଳିତ ହେବ ବୋଲି କହିଛି ଶିବସେନା ।

ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିବା ଚର୍ଚ୍ଚା ଜୋର ଧରିଛି । ଆଉ ଏଭଳି ସ୍ଥିତିରେ କଂଗ୍ରେସକୁ ଇଙ୍ଗିତ କରିଛି ଶିବସେନା । ଦଳ ନିଜର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଲେଖିଛି, ଚଳିତ ନିର୍ବାଚନରେ ରାହୁଲ ଓ ପ୍ରିୟଙ୍କା କଠିନ ପରିଶ୍ରମ କରିଛନ୍ତି । ଆଉ ଏହା ଫଳଫଳରେ ପ୍ରତିଫଳିତ ହେବ । ବିରୋଧୀ ଦଳ ଆସନରେ ବସିବା ପାଇଁ କଂଗ୍ରେସକୁ ପର୍ଯ୍ୟପ୍ତ ଆସନ ମିଳିବ । ଅନ୍ୟପଟେ ଏନଡିଏକୁ ବହୁମତ ମିଳିବା ପକ୍କା ବୋଲି କହିଛି ଶିବସେନା । ଦେଶର ଜନତା ବହୁ ପୂର୍ବରୁ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ନିଷ୍ପତ୍ତି ନେଇସାରିଥିଲେ ବୋଲି ଦଳ କହିଛି ।

Intro:Body:

South Korean ex-president granted bail in bribery case

Former South Korean President Lee Myung-bak was released from detention on Wednesday after a court approved 1 billion won (885,000 US dollar) bail nearly a year after his arrest and during the ongoing appeal of his corruption conviction and sentence.

ଲାଞ୍ଚ ଗ୍ରହଣ ମାମଲା:  ଦକ୍ଷିଣ କୋରିଆ ପୂର୍ବତନ ରାଷ୍ଟ୍ରପତିଙ୍କୁ ମିଳିଲା ଜାମିନ 

ପାଖାପାଖି ବର୍ଷେ ପରେ ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ମିଳଲା ଜାମିନ । ଏକ ଲାଞ୍ଚ ନେବା କରିବା ମାମଲାରେ ଫସି ଥିଲେ ଲି ମାଉଁଙ୍ଗ-ବ୍ୟାକ । ବୁଧବାର 1 ବିଲିଅନ ଓ୍ବନ ମୂଚଲିକାରେ ତାଙ୍କ ବେଲକୁ କୋର୍ଟ ମଞୁରୀ ପ୍ରଦାନ କରିଛନ୍ତି ।  ତେବେ ତାଙ୍କ ବିରୋଧରେ ଏବେ ବି ଦୁର୍ନୀତି ଏବଂ  ଲାଞ୍ଚ ଗ୍ରହଣ ମାମଲା ଚାଲୁଛି । ତେବେ ପୂର୍ବରୁ କୋଟ ଏହି ମାମଲାରେ ଶୁଣାଣି କରି ଲି ମାଉଁଙ୍ଗ-ବ୍ୟାକଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଜଲ ଦଣ୍ଡାଦେଶ ଶୁଣାଇଥିଲେ । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.