ETV Bharat / bharat

ବାବରୀ ମସଜିଦ ଧ୍ବଂସ ମାମଲା: ଜୁଲାଇ 24ରେ ହେବ ଆଡଭାନୀଙ୍କ ବୟାନ ରେକର୍ଡ - ବାବରୀ ମସଜିଦ ଧ୍ବଂସ ମାମଲା

ଅଯୋଧ୍ୟା ବାବରୀ ମସଜିଦ ଧ୍ବଂସ ମାମଲାରେ ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ କରିବେ ସ୍ବତନ୍ତ୍ର ସିବିଆଇ କୋର୍ଟ । ଜୁଲାଇ 24ରେ ଆଡଭାନୀଙ୍କ ବୟାନ ରେକର୍ଡ କରାଯିବ । ଅଧିକ ପଢନ୍ତୁ...

ବାବରୀ ମସଜିଦ ଧ୍ବଂସ ମାମଲା: ଜୁଲାଇ 24ରେ ହେବ ଆଡଭାନୀଙ୍କ ବୟାନ ରେକର୍ଡ

author img

By

Published : Jul 20, 2020, 5:38 PM IST

ଲକ୍ଷ୍ନୌ: ଅଯୋଧ୍ୟା ବାବରୀ ମସଜିଦ ଧ୍ବଂସ ମାମଲାରେ ଦେଶର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ କରିବେ ସ୍ବତନ୍ତ୍ର ସିବିଆଇ କୋର୍ଟ । ଆସନ୍ତା ଜୁଲାଇ 24ରେ ଆଡଭାନୀଙ୍କ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି ।

ସିଆରପିସିର ଧାରା 313 ଆଧାରରେ ଭିଡିଓ କନଫରେନ୍ସିଂ ଜରିଆରେ ଆଡଭାନୀଙ୍କ ବୟାନ ରେକର୍ଡ କରିବେ ସିବିଆଇ କୋର୍ଟ । ଅନ୍ୟପକ୍ଷେ ଜୁଲାଇ 23ରେ ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଜୋଶୀଙ୍କ ବୟାନ ରେକର୍ଡ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ସ୍ବତନ୍ତ୍ର ସିଆବିଆଇ କୋର୍ଟର ଜଜ ଏସକେ ଯାଦବ । ସେହିପରି ଜୁଲାଇରେ 22ରେ ଶିବସେନା ସାଂସଦ ସତୀଶ ପ୍ରଧାନଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.