ETV Bharat / bharat

ଦିଲ୍ଲୀରେ ପହଞ୍ଚିଲେ ଟ୍ରମ୍ପ ଦମ୍ପତି, ଦେଖନ୍ତୁ ଲାଇଭ୍ ଅପଡେଟ୍...

live trump in india
‘ନମସ୍ତେ ଟ୍ରମ୍ପ’
author img

By

Published : Feb 24, 2020, 10:53 AM IST

Updated : Feb 24, 2020, 8:56 PM IST

20:43 February 24

‘ନମସ୍ତେ ଟ୍ରମ୍ପ’

namaste trump
ଦିଲ୍ଲୀରେ ଟ୍ରମ୍ପ ଦମ୍ପତି

ଆଗ୍ରାର ତାଜମହଲ ପରିଦର୍ଶନ ପରେ ପରିବାର ସହ ଦିଲ୍ଲୀ ଫେରିଛନ୍ତି ଟ୍ରମ୍ପ । ଦିଲ୍ଲୀର ITC ମୌର୍ଯ୍ୟ ହୋଟେଲରେ ରାତ୍ରୀ ଯାପନ କରିବେ ଟ୍ରମ୍ପ୍‌ ଦମ୍ପତି ।

18:52 February 24

‘ନମସ୍ତେ ଟ୍ରମ୍ପ’

ବର୍ତ୍ତମାନ ଟ୍ରମ୍ପ ଏବଂ ତାଙ୍କ ପରିବାର ଆଗ୍ରାରେ ପରିଦର୍ଶନ କରିସାରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶାଳ ତାଜମହଲର ପୋଟ୍ରେଟ ଟ୍ରମ୍ପ ଓ ମିସେସ ଟ୍ରମ୍ପଙ୍କୁ ପ୍ରଦାନ କରିଛନ୍ତି ।

18:25 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’
‘ନମସ୍ତେ ଟ୍ରମ୍ପ’

ତାଜମହଲ ପରିଦର୍ଶନ କରିସାରିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଏଠାରୁ ବିଦା ନେବା ବେଳେ ଭିଜିଟର ବୁକ ଫିଲପ୍ କରିଛନ୍ତି ଟ୍ରମ୍ପ । ଏଠାରେ ସେ ଉଲ୍ଲେଖ କରିଛନ୍ତି ଭାରତୀୟ ସଂସ୍କୃତିର ଏକ ଅନ୍ୟତମ ସୁନ୍ଦର ସ୍ଥାନ ହେଉଛି ତାଜମହଲ । ସମୟ ବିତାଇବାର ସବୁଠାରୁ ଭଲ ସ୍ଥାନ ତାଜମହଲ । ପ୍ରେମକୁ ଉତ୍ସାହିତ କରୁଛି ଏହି ପ୍ରେମର ପ୍ରତିକ ।   

17:52 February 24

‘ନମସ୍ତେ ଟ୍ରମ୍ପ’

ତାଜମହଲ ଭିତରକୁ ପ୍ରବେଶ କଲେ ଟ୍ରମ୍ପଙ୍କ ପତ୍ନୀ, ଝିଅ, ଜୋଇଁ...ରାଷ୍ଟ୍ରପତି ଟ୍ରମ୍ପ ଏଠାରେ ଗୋଟେ ଘଣ୍ଟା ସମୟ ବିତାଇବା ପରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । ତେବେ ଏଠାରେ ଆମେ ଦେଖିବାକୁ ପାଉଛୁ ତାଜମହଲ ସମ୍ପର୍କରେ ଟ୍ରମ୍ପଙ୍କୁ ଗାଇଡ କରାଯାଉଛି । ତାଜ୍‌ର ସୌନ୍ଦର୍ଯ୍ୟ ସମ୍ମୁଖରେ ଟ୍ରମ୍ପଙ୍କ ଝିଅ ଭିଡିଓ ମଧ୍ୟ କରୁଥିବାର ନଜର ଆସୁଛି । ତେବେ ଏଠାରେ ପାଖାପାଖି 40 ମିନିଟ ବିତିଯାଇଛି । ସେପଟେ ଟ୍ରମ୍ପଙ୍କ ଇଭାଙ୍କା ନିଜ ସ୍ବାମୀଙ୍କ ହାତ ଧରି ଫୋଟ ଉଠାଉଛନ୍ତି । ଟ୍ରମ୍ପ ଏବଂ ତାଙ୍କ ଧର୍ମପତ୍ନୀ ମଧ୍ୟ ଫଟୋ ଉଠାଇବାରେ ବ୍ୟସ୍ଥ ଅଛନ୍ତି । ଏଠାରେ ଟ୍ରମ୍ପ ବହୁତ ଖୁସି ନଜର ଆସୁଛନ୍ତି । ନିଜ ଧର୍ମପତ୍ନୀର ହାତ ଧରି ଧରି ଚାଲୁଛନ୍ତି, ବୁଲୁଛନ୍ତି । ବହୁତ ଆନନ୍ଦିତ ନଜର ଆସୁଛନ୍ତି । ଆଉ କିଛି ସମୟ ପରେ ଟ୍ରମ୍ପ ଦମ୍ପତି ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।   

17:30 February 24

‘ନମସ୍ତେ ଟ୍ରମ୍ପ’

ତାଜମହଲ ପରିସରରେ ଟ୍ରମ୍ପ ଦମ୍ପତି...ଟ୍ରମ୍ପଙ୍କ ଝିଅ ଜୋଇଁ ମଧ୍ୟ ଉପଭୋଗ କରୁଛନ୍ତି ତାଜମହଲ...ଟ୍ରମ୍ପ ଏବଂ ତାଙ୍କ ଧର୍ମପତ୍ନୀ ମାଲେନିଆ ଫୋଟ ଉଠାଉଛନ୍ତି ।

17:23 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’

ତାଜମହଲ ପହଞ୍ଚିଲେ ଟ୍ରମ୍ପ ଦମ୍ପତି...ସପ୍ତାଶ୍ଚର୍ଯ୍ୟକୁ ଉପଭୋଗ କରୁଛନ୍ତି । ଏହାସହ ଚଃତୁପାର୍ଶ୍ୟରେ ଥିବା ବଗିଚାରେ ମଧ୍ୟ ଭ୍ରମଣ କରୁଛନ୍ତି ଟ୍ରମ୍ପଙ୍କ ପରିବାର ।

17:17 February 24

‘ନମସ୍ତେ ଟ୍ରମ୍ପ’

ତାଜମହଲ ପହଞ୍ଚିଲେ ଟ୍ରମ୍ପ ଦମ୍ପତି...ସପ୍ତାଶ୍ଚର୍ଯ୍ୟକୁ ଉପଭୋଗ କରୁଛନ୍ତି । ଏହାସହ ଚଃତୁପାର୍ଶ୍ୟରେ ଥିବା ବଗିଚାରେ ମଧ୍ୟ ଭ୍ରମଣ କରୁଛନ୍ତି ଟ୍ରମ୍ପ । 

17:17 February 24

17:17 February 24

17:17 February 24

17:07 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’
‘ନମସ୍ତେ ଟ୍ରମ୍ପ’

ଆଗ୍ରା ଏୟାରପୋର୍ଟରେ ଟ୍ରମ୍ପଙ୍କୁ ଭାରତୀୟ କଳା ସଂସ୍କୃତି ପରମ୍ପରା ଲୋକ ନୃତ୍ୟ କରି ସ୍ବାଗତ ଜଣାଇଲେ ୟୁପିବାସୀ । ଟ୍ରମ୍ପ ଦମ୍ପତିଙ୍କୁ ଭବ୍ୟ ସ୍ବାଗତ ଜଣାଇଲେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ତାଜମହଲ ଅଭିମୁଖେ ଟ୍ରମ୍ପ ଦମ୍ପତି ।

16:16 February 24

‘ନମସ୍ତେ ଟ୍ରମ୍ପ’

ଆଗ୍ରା ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିଛି ସମୟ ପରେ ତାଜମହଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ଟ୍ରମ୍ପ ଦମ୍ପତି ।

14:55 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ପରେ ଅହମ୍ମଦାବାଦ ଏୟାରପୋର୍ଟ ଅଭିମୁଖେ ଟ୍ରମ୍ପ । କିଛି ସମୟ ପରେ ତାଜମହଲ ଅଭିମୁଖେ ଗସ୍ତ କରିବେ ଟ୍ରମ୍ପ ଦମ୍ପତି । କଡା ସୁରକ୍ଷା ବ୍ୟବସ୍ଥା ସହ ତାଜମହଲରେ ପହଞ୍ଚିବେ । 

14:34 February 24

‘ନମସ୍ତେ ଟ୍ରମ୍ପ’

ଆସନ୍ତାକାଲି ଭାରତ ସହ 3 ବିଲିୟନ ଆମେରିକୀୟ ଡଲାରର ଚୁକ୍ତି କରିବ ଆମେରିକା । ଏହି ଚୁକ୍ତିରେ ମିଲିଟାରୀ ଯୁଦ୍ଧବିମାନ ସହ ଯୁଦ୍ଧ ସାମଗ୍ରୀ କିଣିବ ଭାରତ । ଡିଫେନ୍ସ କର୍ପୋରେସନକୁ ସୁଦୃଢ କରିବା ପାଇଁ ଭାରତ ସହ ପ୍ରତିରକ୍ଷା ଚୁକ୍ତି କରିବ ଆମେରିକା । ବିଶ୍ବର ଶ୍ରେଷ୍ଠ ମିଲିଟାରୀ ସାମଗ୍ରୀ ଯୋଗାଇଦେବ ଆମେରିକା । ଅନ୍ୟପକ୍ଷେ ଆତଙ୍କବାଦକୁ ନେଇ ମଧ୍ୟ ବ୍ୟକ୍ତବ୍ୟ ରଖିଛନ୍ତି ଟ୍ରମ୍ପ । ବର୍ତ୍ତମାନ ପ୍ରାୟ 100 ପ୍ରତିଶତ ଭାବେ ଆଇଏସଆଇଏସ ଆତଙ୍କବାଦକୁ ସମାପ୍ତ କରିପାରିଛୁ । ଏହାସହ ରାକ୍ଷସ ବାଗଦାଦୀକୁ ମାରି ମଧ୍ୟ ଆତଙ୍କବାଦର ସମୂଳେ ନାଶ କରିପାରିଛୁ ।  ଅନ୍ୟପକ୍ଷେ ଜାତି ଧର୍ମରେ ଭେଦଭାବ ନକରିବାକୁ କହିଛନ୍ତି ଟ୍ରମ୍ପ । 

14:04 February 24

‘ନମସ୍ତେ ଟ୍ରମ୍ପ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣ, 5 ମାସ ପୂର୍ବେ ଆପଣଙ୍କ ପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଟେକ୍ସାସର ବଡ ଫୁଟବଲ ଷ୍ଟାଡିୟମରେ ହାୱଡି ମୋଦି କାର୍ଯ୍ୟକ୍ରମ ଜରିଆରେ ସ୍ବାଗତ କରିଥିଲୁ ଆଉ ଆଜି ବିଶ୍ବର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମରେ ଆମକୁ ସ୍ବାଗତ କରାଯାଉଛି । ଆମେ ସର୍ବଦା ଏହି ଭବ୍ୟ ସ୍ବାଗତକୁ ମନେ ରଖିବୁ । ଭାରତ ଆମେ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରଧାନମନ୍ତ୍ରୀ ପ୍ରଥମେ ଚା' ବିକାଳି ଥିଲେ । ସେ ଚା ବିକାଳି ଭାବରେ କାର୍ଯ୍ୟ କରିଛନ୍ତି । ସମସ୍ତେ ତାଙ୍କୁ ବହୁତ ଭଲ ପାଆନ୍ତି ମାତ୍ର ସେ ବହୁତ ଶକ୍ତ । ମୋଦି କେବଳ ଗୁଜୁରାଟର ଗର୍ବ ନୁହଁନ୍ତି, ତାଙ୍କର କଠିନ ପରିଶ୍ରମ ଓ ତ୍ୟାଗର ଏକ ଉଦାହରଣ । ପୃଥିବିର ସମସ୍ତେ ବଲିଉଡ ଫିଲ୍ମ, ଭାଙ୍ଗରା, କ୍ଲାସିକାଲ ମ୍ୟୁଜିକ୍, ଡିଡିଏଲଜେ, ସୋଲେ ଦେଖିବାକୁ ପସନ୍ଦ କରନ୍ତି ଓ ଆମେ ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଭଳି କ୍ରିକେଟରଙ୍କ ପାଇଁ ଉତ୍ସହିତ ।  ଆମେରିକାର ସମସ୍ତ ଜନତାଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ । 

13:57 February 24

‘ନମସ୍ତେ ଟ୍ରମ୍ପ’

ମୋଦିଙ୍କ ଅଭିଭାଷଣ, ଇତିହାସର  ପୁଣି ପୁନରାବୃତି । 5 ମାସ ପୂର୍ବେ ମୁଁ ମୋ ଆମେରିକାର ଯାତ୍ରା ‘ହାୱଡି ମୋଦି’ରୁ ଆରମ୍ଭ କରିଥିଲେ ଆଉ ଆଜି ମୋ ପ୍ରିୟ ସାଙ୍ଗ ତାଙ୍କ ଭାରତ ଯାତ୍ରା ‘ନମସ୍ତେ ମୋଦି’ରୁ ଆରମ୍ଭ କରିବେ । ବିଶ୍ବର ସର୍ବବୃହତ ସମ୍ବିଧାନକୁ ସ୍ବାଗତ କରୁଛି । ଏହା ଗୁଜୁରାଟ ମାତ୍ର ସମଗ୍ର ଭାରତ ଆପଣଙ୍କୁ ସ୍ବାଗତ କରୁଛି ।

ନମସ୍ତେର ଅର୍ଥ ଅତି ଗଭିର । ବିଶ୍ବର ସବୁଠାରୁ ପୁରୁଣା ଭାଷା ନମସ୍ତେ ।  ଆମେ ସମ୍ମାନ କରୁଥିବା ବ୍ୟକ୍ତିଙ୍କୁ ନମସ୍ତେ କହି ଡାକିଥାଉ । ଏହା କେବଳ ଏକ ପାର୍ଟନରସିପ୍ ନୁହେଁ ବରଂ ଏକ ଗଭିର ସମ୍ପର୍କ । ଗୋଟେ ସ୍ବତନ୍ତ୍ରତାର ଭୂମୀ ହୋଇଥିବା ବେଳେ ଅନ୍ୟ ଏକ ବିଶ୍ବର ବଡ ପରିବାର । ଷ୍ଟାଚୁ ଅଫ୍ ଲିବେରିଟି ଓ ଷ୍ଟାଚୁ ଅଫ୍ ୟୁନିଟିକୁ ନେଇ ଆମେ ଗର୍ବିତ । 

13:50 February 24

‘ନମସ୍ତେ ଟ୍ରମ୍ପ’

ମଞ୍ଚରେ ପରସ୍ପରକୁ କୁଣ୍ଢାଇବା ସହ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ଦୃଢତାକୁ ପ୍ରକାଶ କରିଛନ୍ତି । ମୋଟେରାରେ ଐତିହାସିକ ସମୟ... ଦୁଇ ରାଷ୍ଟ୍ର ନେତା ଗୋଟେ ମଞ୍ଚରେ...

13:49 February 24

‘ନମସ୍ତେ ଟ୍ରମ୍ପ’

ଷ୍ଟାଡିୟମରେ ଦର୍ଶକଙ୍କ ଖଚାଖଚ ଭିଡ । ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ସହ ସଚିବ ଜୟ ଶାହା ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି । ଏହାସହ ଟ୍ରମ୍ପଙ୍କ ଝିଅ ଇଭାଙ୍କା ମଧ୍ୟ ମୋଟେରା ଷ୍ଟାଡିୟମରେ ଉପସ୍ଥିତ ଅଛନ୍ତି...

13:33 February 24

‘ନମସ୍ତେ ଟ୍ରମ୍ପ’

ଟ୍ରମ୍ପ ଦମ୍ପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା,  ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପନାୟୀ ଓ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଉପସ୍ଥିତ ଅଛନ୍ତି । 

13:27 February 24

‘ନମସ୍ତେ ଟ୍ରମ୍ପ’

ମୋଟେରା ଷ୍ଟାଡିୟମରେ ପହଞ୍ଚିଲେ ଟ୍ରମ୍ପ ଦମ୍ପତି । ପ୍ରଧାନମନ୍ତ୍ରୀ ମୋଦି ଅଛନ୍ତି ଉପସ୍ଥିତ । 

12:50 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’

ମୋଟେରା ଷ୍ଟାଡିୟମ ଅଭିମୁଖେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

12:37 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’

ସାବରମତୀ ଆଶ୍ରମରେ ପହଞ୍ଚିଲେ ଟ୍ରମ୍ପ । ଉତ୍ତରୀୟ ପିନ୍ଧାଇ ଟ୍ରମ୍ପ ଦମ୍ପତ୍ତିଙ୍କୁ ସ୍ବାଗତ । ଚରଖା ଚଲାଉଛନ୍ତି ଟ୍ରମ୍ପ ଦମ୍ପତ୍ତି । ଆଶ୍ରମ ବୁଲି ମଧ୍ୟ ଦେଖୁଛନ୍ତି । ଆଶ୍ରମ ବିଷୟରେ ସବିଶେଷ ଜ୍ଞାନ ଯୋଗାଇ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

12:23 February 24

‘ନମସ୍ତେ ଟ୍ରମ୍ପ’

ରୋଡ୍ ଶୋ' ଦ୍ବାରା ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ...ରାସ୍ତାର ଦୁଇ କଡରେ ଟ୍ରମ୍ପଙ୍କୁ ସ୍ବାଗତ ଜଣାଉଛନ୍ତି ହଜାର ହଜାର ଲୋକ । ଟ୍ରମ୍ପଙ୍କ ଟିକିଏ ଝଲକ ପାଇବାକୁ ଉତ୍ସହିତ ଜନତା...

12:13 February 24

‘ନମସ୍ତେ ଟ୍ରମ୍ପ’

ସାବରମତୀ ଆଶ୍ରମ ଅଭିମୁଖେ ଟ୍ରମ୍ପ ଓ ମେଲାନିଆ.. ମୋଦିଙ୍କ ସହ 22 କିଲୋମିଟରର ରାସ୍ତା ଅତିକ୍ରମ କରିବେ ଟ୍ରମ୍ପ... 

12:06 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’

ଅହମ୍ମଦାବାଦ ମାଟିରେ ପାଦ ଦେଲେ ଆମେରିକା ରାଷ୍ଟ୍ରପତି । ଟ୍ରମ୍ପଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ନ୍ଧନା... 

11:39 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’

ଅହମ୍ମଦାବାଦରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ... ନମସ୍ତେ ଟ୍ରମ୍ପରେ କରିବେ ଯୋଗଦାନ...

10:50 February 24

‘ନମସ୍ତେ ଟ୍ରମ୍ପ’

ମୋଟେରା ଷ୍ଟାଡିୟମରେ ଅଭ୍ୟାସରତ କଳାକାର...

10:49 February 24

‘ନମସ୍ତେ ଟ୍ରମ୍ପ’

ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କୁ କରିବେ ସ୍ବାଗତ । 

10:35 February 24

‘ନମସ୍ତେ ଟ୍ରମ୍ପ’

live trump in india
‘ନମସ୍ତେ ଟ୍ରମ୍ପ’

ପ୍ରସ୍ତୁତ ମୋଟେରା ଷ୍ଟାଡିୟମ । ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ସୁରକ୍ଷାକର୍ମୀଙ୍କ ଯାଞ୍ଚ । 

10:35 February 24

‘ନମସ୍ତେ ଟ୍ରମ୍ପ’

live trump in india
‘ନମସ୍ତେ ଟ୍ରମ୍ପ’

ସୋଲା ଭାଗବତ ସ୍କୁଲର ଛାତ୍ରଛାତ୍ରୀ ସାବରମତୀ ଆଶ୍ରମ ପାଖରେ ଟ୍ରମ୍ପଙ୍କ ସ୍ବାଗତ କରିବେ । ହାତରେ ଉଭୟ ଦେଶର ପତାକା ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆଙ୍କୁ କରିବେ ସ୍ବାଗତ । 

10:35 February 24

‘ନମସ୍ତେ ଟ୍ରମ୍ପ’

live trump in india
‘ନମସ୍ତେ ଟ୍ରମ୍ପ’

ମୋଟେରା ଷ୍ଟାଡିୟମରେ ଲୋକଙ୍କ ଗହଳି । ଟ୍ରମ୍ପଙ୍କ ଝଲକ ପାଇବା ପାଇଁ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଳି । ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରସ୍ତୁତ ଭାରତ । 

10:34 February 24

‘ନମସ୍ତେ ଟ୍ରମ୍ପ’

‘ନମସ୍ତେ ଟ୍ରମ୍ପ’

ଟ୍ରମ୍ପଙ୍କ ସ୍ବାଗତ ପାଇଁ ଏୟାରପୋର୍ଟରେ ସ୍ବତନ୍ତ୍ର ବ୍ୟବସ୍ଥା । ଦେଶର ବିଭିନ୍ନ ପ୍ରାନ୍ତରୁ କଳାକାର ଆସି ନିଜ ନିଜର ନୃତ୍ୟ ପରିବେଷଣ କରୁଛନ୍ତି । ଅନ୍ୟପକ୍ଷେ କିଛି ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଟ୍ରମ୍ପଙ୍କୁ ସ୍ବାଗତ କରିବେ । 

07:19 February 24

‘ନମସ୍ତେ ଟ୍ରମ୍ପ’

live trump in india
‘ନମସ୍ତେ ଟ୍ରମ୍ପ’

ଆଜି ଭାରତ ଆସୁଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସକାଳ 11ଟା 40 ମିନିଟରେ ଅହମ୍ମଦାବାଦରେ ପହଞ୍ଚିବେ ଟ୍ରମ୍ପ । ଟ୍ରମ୍ପଙ୍କୁ ସ୍ବାଗତ ପାଇଁ ଅହମ୍ମଦାବାଦ ପାଇଁ ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରମ୍ପଙ୍କ ସହ ରୋଡ୍ ଶୋ'ରେ ହେବେ ସାମିଲ । ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ ମୋଟେରା ଷ୍ଟାଡିୟମ । ଏଠାରେ ‘ନମସ୍ତେ ଟ୍ରମ୍ପ’କାର୍ଯ୍ୟକ୍ରମରେ ଦେବେ ଯୋଗଦାନ । 

Last Updated : Feb 24, 2020, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.