ETV Bharat / bharat

ସିଏଏ ହିଂସାରେ ଛାତ୍ର ନେତୃତ୍ବ ନେଇ ସେନା ମୁଖ୍ୟଙ୍କ ମନ୍ତବ୍ୟ - Leaders are not those who lead people

ସିଏଏକୁ ନେଇ ସେନା ମୁଖ୍ୟଙ୍କ ମନ୍ତବ୍ୟ । କହିଲେ ନେତୃତ୍ବ ଏବଂ କ୍ଷମତାର ଅର୍ଥ ନୁହେଁ କାହାକୁ ଭୁଲ ବାଟରେ ନେବା । ଆଗକୁ ପଢନ୍ତୁ...

Army Chief Gen Bipin Rawat
ସିଏଏକୁ ନେଇ ସେନା ମୁଖ୍ୟଙ୍କ ମନ୍ତବ୍ୟ
author img

By

Published : Dec 26, 2019, 4:43 PM IST

ନୂଆଦିଲ୍ଲୀ: ସିଏଏକୁ ନେଇ ବିଶ୍ବବିଦ୍ୟାଳୟରେ ହେଉଥିବା ପ୍ରଦର୍ଶନକୁ ନେଇ ସେନା ମୁଖ୍ୟ ବିପିନ ରାୱତ ଦେଲେ ମନ୍ତବ୍ୟ । କହିଲେ ନେତୃତ୍ବ ଏବଂ କ୍ଷମତାର ଅର୍ଥ ନୁହେଁ କାହାକୁ ଭୁଲ ବାଟରେ ନେବା । ନେତୃତ୍ବ ନେବା ଛୋଟ କଥା ନୁହେଁ । ଏହା ଏକ ବଡ କାମ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ବେଳେ ସେ ଏହି ମତ ରଖିଛନ୍ତି ।

ସିଏଏକୁ ନେଇ ସେନା ମୁଖ୍ୟଙ୍କ ମନ୍ତବ୍ୟ

କିନ୍ତୁ ସେ ଏହି ସଭାରେ କୌଣସି ଛାତ୍ର ନେତା କିମ୍ବା ବିଶ୍ବବିଦ୍ୟାଳୟର ନାମ ନେଇନଥିଲେ । ପ୍ରବଳ ଥଣ୍ଡାରେ କିଭଳି ଦେଶର ଯବାନମାନେ ସିଆଚେନରେ ନିଜର କର୍ତ୍ତବ୍ୟ କରୁଛନ୍ତି ସେମାନଙ୍କୁ ଦେଖିବା କଥା । ସିଆଚେନରେ -10ରୁ -45 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦେଶର ଯବାନମାନେ କଠିନ ପରିସ୍ଥିତିର ସାମ୍ନା କରି ନିଜ ନିଜର କାମ କରୁଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.