ETV Bharat / bharat

କ୍ବାରେଣ୍ଟିନ ସେଣ୍ଟରରେ ପୋକ ମିଶା ଖାଦ୍ୟ, ଅସନ୍ତୋଷ ଲୋକେ - ରାଜେଶ ତୋପ

କୋରୋନା ସଂକ୍ରମଣ ରୋକିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ କ୍ବାରେଣ୍ଟିନ ସେଣ୍ଟରରେ ଥିବା ଲୋକଙ୍କୁ ପୋକ ମିଶା ଖାଦ୍ୟ ଦିଆଯାଉଛି । ଯାହା ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ନିଜ ଗ୍ରାମ ଜାଲନା ଥିବା କ୍ବାରେଣ୍ଟିନ ସେଣ୍ଟରରେ ।

Larvae  found in corona patients snacks
କ୍ବାରେଣ୍ଟିନ ସେଣ୍ଟରରେ ପୋକ ମିଶା ଖାଦ୍ୟ, ଅସନ୍ତୋଷ ଲୋକେ
author img

By

Published : Jul 19, 2020, 12:42 PM IST

ମୁମ୍ବାଇ: କୋରୋନା ସଂକ୍ରମଣ ରୋକିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପଟେ କ୍ବାରେଣ୍ଟିନ ସେଣ୍ଟରରେ ଥିବା ଲୋକଙ୍କୁ ପୋକ ମିଶା ଖାଦ୍ୟ ଦିଆଯାଉଛି । ଯାହା ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ନିଜ ନିର୍ବାଚନ ମଣ୍ଡଳୀ ଅମଦ ଘନସ୍ବାଙ୍ଗୀରେ ଥିବା କ୍ବାରେଣ୍ଟିନ ସେଣ୍ଟରରେ ।

ସୂଚନା ଅନୁଯାୟୀ, ଗତ ଶନିବାର କୋରୋନା ରୋଗୀଙ୍କୁ ବାସି ଉପମା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ରବିବାର ଖାଦ୍ୟରୁ ପୋକ ବାହାରିଥିବା ଅଭିଯୋଗ ହୋଇଛି । ଏଣୁ ଏଭଳି ପରିସ୍ଥିତିରେ ଲୋକମାନେ କହିଛନ୍ତି, ‘ଆମେ ଭିକ ମାଗୁନାହୁଁ’ । ଆମେ ପୋକ ଖାଇ ମରିବା ଅପେକ୍ଷା କୋରୋନାରେ ମରିବାକୁ ପସନ୍ଦ କରିବୁ ।

ଏହି ପରିସ୍ଥିତିକୁ ଦେଖିଲେ ବାରି ହୋଇ ପଡୁଛି କ୍ବାରେଣ୍ଟିନ ସେଣ୍ଟରରେ କେତେ ସୁରକ୍ଷିତ ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.