ETV Bharat / bharat

ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କର୍ମୀଙ୍କୁ କୁମାରସ୍ବାମୀଙ୍କ ଆହ୍ବାନ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି ।

author img

By

Published : Aug 4, 2019, 4:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଦଳ କୌଣସି ମେଣ୍ଟ କରିବାକୁ ଚାହୁଁନି କି କି କ୍ଷମତା ହାସଲ କରିବାକୁ ଚାହୁଁନି । କେବଳ ଆପଣମାନଙ୍କ ଭଲପାଇବା ଦରକାର ବୋଲି କୁମାରସ୍ବାମୀ କହିଛନ୍ତି ।

ପ୍ରାୟ 17ଟି ଆସନରେ କିମ୍ବା ସମସ୍ତ 224 ଆସନରେ ନିର୍ବାଚନ ହେବ । ଏହି ସରକାର ଖୁବ କମ ସମୟ ସରକାରରେ ରହିବ ବୋଲି ମୁଁ ନିଶ୍ଚିତ ବୋଲି କହିଛନ୍ତି କୁମାରସ୍ବାମୀ ।

Intro:ଯାଜପୁର:ବଡଚଣା ଥାନା କଡେଇ ଛକ ନିକଟରେ ମର୍ମାନ୍ତୁଦ ଦୁର୍ଘଟଣା,ଟ୍ରକ୍ ଧକ୍କାରେ ଜଣେ ବୋଲବମ୍ ଭକ୍ତ ମୃତ,ମୃତକ କୁଆଖିଆ ଥାନା ହରିପୁର ନରସିଂହପୁର ଗ୍ରାମର ସୁଶାନ୍ତ କୁମାର ସାହୁ,40 ଜଣ କାଉଡ଼ିଆ କଟକ ଗଡଗଡିଆ ରୁ ପାଣି ଆଣି ହରିପୁରୁ ହାଟ ମଣିମନ୍ଦିରକୁ ପାଣି ନେଇ ଯାଉଥିଲେ। ସୂଚନା ମୁତାବକ ଯାଜପୁର ଜିଲ୍ଲା କୁଆଖିଆଥାନା ନର୍ସିଂଙ୍ଗପୁର ଗ୍ରାମର 40 ଜଣ କାଉଡ଼ିଆ କଟକ ଗଡଗଡିଆ ରୁ ପାଣି ଆଣି ହରିପୁରୁ ହାଟ ମଣି ମନ୍ଦିରକୁ ପାଣି ନେଇ ଯାଉଥିଲା ବେଳେ ବଡ଼ଚଣା ଛକ ନିକଟସ୍ତ ଡଲିପିନି ଟାଙ୍କି ପାଖରେ କାଉଡ଼ିଆ ଭକ୍ତ ସୁଶାନ୍ତ ସାହୁ ଟ୍ରକ୍ ଧକ୍କା ଦେଇଥିଲାବେଳେ ମୃତ୍ୟୁ ବରଣ କରିଛନ୍ତି। ତେବେ ଖବର ପାଇ ବଡ଼ଚଣା ପୋଲିସି ଦୁର୍ଘଟଣା ସ୍ଥଳକୁ ଆସି ଶବକୁ ଜବତ କରିବା ସହିତ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରୁଛନ୍ତି।Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.