ETV Bharat / bharat

ପାକିସ୍ତାନ କୁଳଭୁଷଣଙ୍କ ଉପରେ ଚାପ ପକାଉଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ଦାବି

author img

By

Published : Jul 8, 2020, 10:42 PM IST

କୁଳଭୂଷଣ ଯାଦବ ଘଟଣା । ରିଭ୍ୟୁ ପିଟିସନ ଦାଖଲ କରିବା ପାଇଁ ମନାକରିବାକୁ କୁଳଭୂଷଣଙ୍କ ଉପରେ ପାକିସ୍ତାନ ଚାପ ପକାଉଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ଦାବି । ଅଧିକ ପଢନ୍ତୁ...

ପାକିସ୍ତାନ କୁଳଭୁଷଣଙ୍କ ଉପରେ ଚାପ ପକାଉଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ଦାବି
ପାକିସ୍ତାନ କୁଳଭୁଷଣଙ୍କ ଉପରେ ଚାପ ପକାଉଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ଦାବି

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଫାଶୀର ପୂନର୍ବିଚାର ଯାଚିକା ଆବେଦନ ପାଇଁ ମନାକରିବା ନେଇ ପାକିସ୍ତାନ ଦାବି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛି ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟ । ଏହା ପାକ୍ତିସ୍ତାନର ଚିରଚରିତ ଉଦ୍ଦେଶ୍ୟ ତଥା ଷଡଯନ୍ତ୍ରର ଏକ ଅଂଶ ବୋଲି କହିଛନ୍ତି ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ପ୍ରବକ୍ତା ।

ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ କୁଳଭୂଷଣ ଯାଦବ ମାମଲାରେ କୂଟନୈତିକ ମାଧ୍ୟମରେ ଆଇସିଜେର ନିର୍ଦ୍ଦେଶକୁ ପୂର୍ଣ୍ଣରୂପେ ଲାଗୁ କରାଇବାକୁ ନେଇ ପ୍ରୟାସ ଜାରି ରଖିଛି ଭାରତ । ଏହାସହ ସେ ପାକ୍ତିସ୍ତାନର ଦାବିକୁ ପ୍ରତ୍ୟାକ୍ଷାନ କରିଦେଇଛନ୍ତି । ସେ ନିଜଜ ପ୍ରତିକ୍ରିୟାରେ କହିଛନ୍ତି ଗତ 4 ବର୍ଷରୁ ପାକିସ୍ତାନ ଏମିତି ଖେଳ ଖେଳିଆସୁଛି । କୁଳଭୂଷଣଙ୍କୁ ରିଭ୍ୟୁ ପିଟିସନ ଦାଖଲ କରିବାକୁ ମନାକରିବା ପାଇଁ ପାକିସ୍ତାନ ଚାପ ପକାଇଥିବା ଭାରତୀୟ ବୈଦେଶୀକ ମନ୍ତ୍ରଣାଳୟର ପ୍ରବକ୍ତା ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.