ETV Bharat / bharat

ହେଲିକପ୍ଟରେ ଗଲା ଜୀବନ୍ତ ହୃତପିଣ୍ଡ - lockdown

ହେଲିକପ୍ଟରେ ଗଲା ଜୀବନ୍ତ ହୃତପିଣ୍ଡ । ଥିରୁବନନ୍ତପୁରମ ଏମ୍ସରୁ କୋଚିର ଲିସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ..

Kerala Police transports a human heart in a helicopter from Thiruvananthapuram to  Kochi
ହେଲିକପ୍ଟରେ ଗଲା ଜୀବନ୍ତ ହାର୍ଟ
author img

By

Published : May 9, 2020, 10:04 PM IST

ଥିରୁଅନନ୍ତପୁରମ: ମହାମାରୀ କୋରୋନା ଯୋଗୁଁ ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏଥିରେ ପ୍ରଭାବିତ ହୋଇଛନ୍ତି ଅନେକ ଲୋକ ଏବଂ ଅନେକ ସେବା । ତେବେ କେରଳରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ ।

କେରଳ ପୋଲିସ ଏକ ହେଲିକପ୍ଟରରେ ଥିରୁଅନନ୍ତପୁରମରୁ କୋଚିକୁ ଅଣାଯାଇଛି ଜଣଙ୍କର ହୃତପିଣ୍ଡ । । ଥିରୁଅନନ୍ତପୁରମ ଏମ୍ସରୁ କୋଚିର ଲିସି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲରେ ହୃତପିଣ୍ଡ ପ୍ରତିରୋପଣ ନେଇ ହେଲିକପ୍ଟର ଯୋଗେ ଜୀବନ୍ତ ହୃତପିଣ୍ଡ ଅଣାଯାଇଛି ।

ଲକଡାଉନ ଯୋଗୁଁ ଯାନବାହନ ଚଳାଚଳ ଏକଦମ ଠପ ହୋଇପଡିଛି । ତେଣୁ ଆକାଶ ପଥର ସାହାଯ୍ୟ ନେଇଥିଲା କେରଳ ପୋଲିସ । ସତର୍କତାର ସହ ଖୁବ କମ ସମୟରେ ସଠିକ ସ୍ଥାନରେ ପହଞ୍ଚାଇଛି ପୋଲିସ ଟିମ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.