ETV Bharat / bharat

ଏପ୍ରିଲ 29ରେ ଖୋଲିବ କେଦାରନାଥ ମନ୍ଦିର

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ କେଦାରନାଥ ମନ୍ଦିର । ଆସନ୍ତା ଏପ୍ରିଲ 29ରେ ମନ୍ଦିର ଦ୍ବାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

kedarnath dham door date released
ଆସନ୍ତା ଏପ୍ରିଲ 29ରୁ ଖୋଲିବ କେଦାରନାଥ ମନ୍ଦିର
author img

By

Published : Feb 21, 2020, 11:17 AM IST

ଡେରାଡୁନ: ମହାଶିବରାତ୍ରୀରେ ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆସନ୍ତା ଏପ୍ରିଲ 29ରୁ ଖୋଲିବ ବାବା କେଦାରନାଥଙ୍କ ମନ୍ଦିର । ଏପ୍ରିଲ 29 ସକାଳ 6ଟା 10 ମିନିଟ୍‌ରେ ମନ୍ଦିର ଦ୍ବାର ଫିଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରବଳ ଶୀତ କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ କେଦାରନାଥ ମନ୍ଦିର ବନ୍ଦ କରାଯାଇଥିଲା ।

ପୁଣିଥରେ ଶ୍ରଦ୍ଧାଳୁ କେଦାରନାଥଙ୍କ ଦର୍ଶନ ପାଇବେ ଲୋକେ । ସାଧାରଣରତଃ ପବିତ୍ର ଅକ୍ଷୟ ତୃତୀୟାରେ କେଦାରନାଥ ମନ୍ଦିର ଖୋଲାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.