ETV Bharat / bharat

ଶିବକୁମାରଙ୍କୁ ହେପାଜତକୁ ନେଲା ମୁମ୍ବାଇ ପୋଲିସ

ମୁମ୍ବାଇ ପୋଲିସ ହେପାଜତରେ କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାର । 144 ଧାରା ଲାଗୁ ସତ୍ତ୍ବେ ହୋଟେଲ ବାହାରେ ବସିଥିଲେ ଶିବକୁମାର ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 10, 2019, 2:58 PM IST

ମୁମ୍ବାଇ: କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁମ୍ବାଇ ପୋଲିସ ନିଜ ହେପାଜତକୁ ନେଇଛି । ମୁ୍ମ୍ବାଇଲ କନଭିକସନ ସେଣ୍ଟ୍ରାଲ ହୋଟେଲରେ ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ଶିବ କୁମାରଙ୍କୁ ଅନୁମତି ନ ମିଳିବାରୁ ସେ ହୋଟେଲ ବାହାରେ ବସିଥିଲେ ।

ହୋଟେଲ ବାହାରେ 144 ଧାରା ଲାଗୁ ହୋଇଥିବାରୁ ମୁମ୍ବାଇ ପୋଲିସ ଶିବକୁମାରଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡିଛି।

Intro:ରୋଗୀ ମୃତ୍ଯୁ ନେଇ କ୍ୟାପିଟାଲ ହସ୍ପିଟାଲ ଉତେଜନା।
Body:
ରୋଗୀ ମୃତ୍ୟୁ ନେଇ କ୍ଯାପିଟାଲ ହସପିଟାଲରେ ଉତେଜନା ଦେଖାଦେଇଛି।ଆସିୟୁ ୱାର୍ଡରେ ରୋଗି ଚିକିତ୍ସା ଅଭାବରୁ ଜଣେ ରୋଗିଙ୍କ ମୃତ୍ଯ ନେଇ ହସପିଟାଲ ଘେରିଛନ୍ତି ରୋଗିଂକ ପରିବାର ଲୋକେ। ଯାହାକୁ ନେଇ ହସପିଟାଲ ପରିସରରେ ଉତେଜନା ଦେଖାଦେବା ପରେ ପରିସ୍ଥିତି ଶାନ୍ତ ହୋଇଛି । ସୁଚନା ମୁତାବକ ଗତକାଲି କ୍ୟାପିଟାଲ ହସ୍ପିଟାଲ ର ଏନ ଏସ ସି ୟୁ ବିଭାଗର ଅନୁପମା ନାୟକ ନାମକ କର୍ମଚାରୀ ଙ୍କ ଦେହ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ.. ହେଲେ ହସ୍ପିଟାଲରେ ଆଇସିୟୁ ବେଡ଼ ଖାଲିଥିଲେ ମଧ୍ୟ ବେଡ଼ ନାହିଁ ବୋଲି ଆଇସିୟୁ ବିଭାଗ କର୍ମଚାରୀ ମାନେ ମନା କରିଥିଲେ ଯାହା ଫଳରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା ଯାହାକୁ ନେଇ ହସ୍ପିଟାଲ କର୍ମଚାରୀ ଓ ମୁତକଙ୍କ ପରିବାର ଲୋକେ ମୃତଦେହ ରଖି ପ୍ରତିବାଦ କରିଥିଲେ ଅନ୍ୟପଟେ ଯେଉଁଭଳି ଭାବେ ହସ୍ପିଟାଲ ର ଏଭଳି ପରିସ୍ଥିତି ଉପୁଜିଥିଲା ଏନେଇ ମୁହଁ ଖୋଲିନଥିଲେ ନିର୍ଦେଶକ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.