ETV Bharat / bharat

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଅମରନାଥ ସେଟ୍ଟୀଙ୍କ ଦେହାନ୍ତ - Karnataka former state minister

କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଅମରନାଥ ସେଟ୍ଟୀଙ୍କ ପରଲୋକ । ମେଙ୍ଗାଲୁରୁରେ ସୋମବାର 80 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

Karnataka former state minister
କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଅମରନାଥ ସେଟ୍ଟୀଙ୍କ ଦେହାନ୍ତ
author img

By

Published : Jan 27, 2020, 10:22 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଅମରନାଥ ସେଟ୍ଟୀଙ୍କ ପରଲୋକ । ମେଙ୍ଗାଲୁରୁରେ ସୋମବାର 80 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ସେ 1977 ମସିହାରେ ଜନତା ଦଳରେ ସାମିଲ ହୋଇଥିଲେ । ମୁଦ୍‌ବିଦ୍ରି ବିଧାନସଭା ଆସନରୁ 1983, 1987 ଓ 1994 ତିନିଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ସେ ରାଜ୍ୟର ଶ୍ରମ ମନ୍ତ୍ରୀ ଭାବେ ମଧ୍ୟ ନିଜର ଦାୟିତ୍ବ ସମ୍ପାଦନା କରିଛନ୍ତି ।

ଦେହ ଅସୁସ୍ଥ ଥିବା କାରଣରୁ ସେ କିଛି ଦିନ ପୂର୍ବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ରହୁଥିଲେ । ତେବେ ତାଙ୍କ ଶେଷକୃତ୍ୟରେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଓ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ସାମିଲ ହେବେ ବୋଲି ଜଣାପଡିଛି ।

Intro:Body:

Mangaluru: Karnataka former state minister and senior JDS leader Amarnath Shetty passed away in a private hospital in Mangaluru.

He was unwell for some time and was admitted to the hospital few days ago.

He was elected as MLA from Moodbidre constituency (Dakshina Kannada district) in 1983. Later he was elected as a Tourism minister in 1987 and later as Labour minister in 1994. He played major role in developing JDS party.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.