ETV Bharat / bharat

ରବିବାର ଆକାଶ ମାର୍ଗରୁ କର୍ଣ୍ଣାଟକ ବନ୍ୟାଞ୍ଚଳ ନିରୀକ୍ଷଣ କରିବେ ଅମିତ ଶାହା - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଆକାଶ ମାର୍ଗରୁ କର୍ଣ୍ଣାଟକର ବନ୍ୟା ପ୍ରଭାବିତ ବେଲଗାଭୀ ଜିଲ୍ଲାକୁ ଆକାଶ ମାର୍ଗରୁ ନିରୀକ୍ଷଣ କରିବେ ।

ଫାଇଲ ଫଟୋ
author img

By

Published : Aug 11, 2019, 9:51 AM IST

ନୂଆଦିଲ୍ଲୀ : ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲାନାଡୁ ଓ ଗୁଜୁରାଟରେ ଗତ ଚାରି ଦିନ ଭୀଷଣ ବର୍ଷା ଜାରି ରହିଛି । ତତ୍‌ସହିତ ଏହି ରାଜ୍ୟ ଗୁଡିକରେ ବନ୍ୟା ବିତ୍ପାତ ଜାରି ରହିଛି । ମହାରାଷ୍ଟ୍ରର ବନ୍ୟାରେ ଜଳମଗ୍ନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଆକାଶ ମାର୍ଗରୁ କର୍ଣ୍ଣାଟକର ବନ୍ୟା ପ୍ରଭାବିତ ବେଲଗାଭୀ ଜିଲ୍ଲାକୁ ଆକାଶମାର୍ଗରୁ ନୀରିକ୍ଷଣ କରିବେ ।

home-minister-amit-shah, କର୍ଣ୍ଣାଟକ ବନ୍ୟାଞ୍ଚଳ ନିରୀକ୍ଷଣ କରିବେ ଅମିତ ଶାହା
ଫଟୋ ସୌଜନ୍ୟ: ଏଏନଆଇ

ଏଠାରେ ସୂଚନାଯୋଗ୍ୟ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁରେ ବର୍ଷା ଓ ବନ୍ୟା ଯୋଗୁଁ ଗତ ଚାରି ଦିନ ମଧ୍ୟରେ 136ରୁ ଊର୍ଦ୍ଧ୍ବ ଲୋକଙ୍କ ପ୍ରାଣହାନୀ ଘଟିଥିବା ଖବର ରହିଛି । କେରଳ ବ୍ୟାପକ କ୍ଷୟକ୍ଷତି ସହିବା ସହ ସର୍ବାଧିକ ପ୍ରାଣହାନୀ ରାଜ୍ୟରେ ହୋଇଛି । ମୋଟ 57 ଲୋକଙ୍କ ଜୀବନ ଯାଇଥିବାବେଳେ ପାଖାପାଖି 1.65 ଲକ୍ଷ ଲୋକଙ୍କୁ ରିଲିଫ ଶିବିରରେ ରଖାଯାଇଛି । କର୍ଣ୍ଣାଟକରେ ବର୍ଷା 31 ଜଣ ଲୋକଙ୍କର ଜୀବନ ନେଇଛି ।

ସେହିଭଳି କଂଗ୍ରେସ ୱାଇନାଡ ସାଂସଦ ରାହୁଲ ଗାନ୍ଧୀ ରବିବାର ୱାଇନାଡ ଗ୍ରସ୍ତ କରିବେ । ୱାଇନାଡରେ ବର୍ତ୍ତମାନ ବର୍ଷା ବିତ୍ପାତ ଯୋଗୁଁ 10 ଜଣଙ୍କ ମୃତ୍ୟୁ ଘଟିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.