ETV Bharat / bharat

ଦଳୀୟ ବିଧାୟକଙ୍କ ସହ ସିଦ୍ଧରମୈୟାଙ୍କ ବୈଠକ - crisis

କର୍ଣ୍ଣାଟକରେ ପରିସ୍ଥିତି ଏବେ ସଙ୍କଟଜନକ । ବିଦ୍ରୋହୀ ବିଧାୟକ ଇସ୍ତଫା ଫେରାଇବାକୁ ରାଜି ହେଉନଥିବାବେଳେ କଂଗ୍ରେସ ଏଥିପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି ।

ଫାଇଲ ଫଟୋ
author img

By

Published : Jul 14, 2019, 9:50 PM IST

Updated : Jul 14, 2019, 10:06 PM IST

ବେଙ୍ଗାଲୁରୁ: ଦଳୀୟ ବିଧାୟକଙ୍କ ସହ ବୈଠକ କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ସିଦ୍ଧରମୈୟା । ରବିବାର କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧାରମୈୟା ଦଳୀୟ ବିଧାୟକଙ୍କ ସହ ଏକ ବୈଠକ କରିଛନ୍ତି । ଏଥିସହ ସୋମବାର ମଧ୍ୟ ଦଳୀୟ ବିଧାୟକଙ୍କ ଏକ ବୈଠକ ଡାକିଛି କଂଗ୍ରେସ ।

କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ତୀବ୍ର ରୂପ ଧାରଣ କରିଛି । ଗୋଟିଏ ପଟେ କଂଗ୍ରେସ ନିଜ ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଚେଷ୍ଟା ଚଲାଇଛି । ସେପଟେ ଇସ୍ତଫା ଫେରାଇ ନ ନେବାକୁ ଅଡି ବସିଛନ୍ତି ବିଧାୟକ । ତେବେ ସୋମବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିଜେପି ଦାବି କରିଥିବା ସଂଖ୍ୟା ଗରିଷ୍ଠତା ପ୍ରମାଣ ଉପରେ ଆଲୋଚନା ହେବ । ଏହି ବୈଠକ ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଅନୁଷ୍ଠିତ ହେବା ନେଇ ସିଦ୍ଧରମୈୟା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, କର୍ଣ୍ଣାଟକ ରାଜନୀତିରେ କଂଗ୍ରେସ ଓ ଜେଡିଏସ୍ ମେଣ୍ଟର ବିଧାୟକଙ୍କ ଇସ୍ତଫାକୁ ନେଇ ଉଷ୍ମତା ସୃଷ୍ଟି ହୋଇଛି । ଏପରିକି ବାଚସ୍ପତି ଇସ୍ତଫା ଗ୍ରହଣ ନକରିବାରୁ ବିଧାୟକ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ।

Intro:Body:

BLANK FOR LINK STORY  

Conclusion:
Last Updated : Jul 14, 2019, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.