ETV Bharat / bharat

ପଦ୍ମ ଧରିଲେ କପିଲ... - ଆପ ନେତା କପିଲ ମିଶ୍ର

ବିଜେପିରେ ମିଶିଲେ ଆମ ଆଦମୀ ପାର୍ଟିର ପୂର୍ବତନ ନେତା କପିଲ ମିଶ୍ର । ଶନିବାର ସେ ଦିଲ୍ଲୀ ବିଜେପିର ଦଳୀୟ ନେତବୃନ୍ଦଙ୍କ ବିଜେପିପରେ ସାମିଲ ହୋଇଛନ୍ତି।

ଫାଇଲ ଫଟୋ
author img

By

Published : Aug 17, 2019, 3:13 PM IST

ନୂଆଦିଲ୍ଲୀ: ଝାଡୁ ଛାଡି ପଦ୍ମ ଧରିଲେ ଆମ ଆଦମୀ ପାର୍ଟିର ପୂର୍ବତନ ନେତା କପିଲ ମିଶ୍ର । ଶନିବାର ସେ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ଏବଂ ରାଜ୍ୟ ବିଧାନସଭାରେ ବିଧାୟକ ଦଳ ନେତା ବିଜୟ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ଗତ 2ତାରିଖରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ବିଦ୍ରୋହୀ ଆପ ବିଧାୟକ କପିଲ ମିଶ୍ରଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେବେ ସାଧାରଣ ନିର୍ବାଚନ ସମୟରେ କପିଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ପ୍ରଚାର କରିଥିଲେ । ତେଣୁ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ କପିଲଙ୍କୁ ଦଳରୁ ବିତାଡିତ କରାଯାଇଥିଲା । ପୂର୍ବରୁ 2019 ଜାନୁୟାରୀ 17 ତାରିଖରେ କପିଲ ମିଶ୍ରଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଯାହାଫଳରେ କାରୱାଲ ନଗର ବିଧାନସଭା ଆସନ ବର୍ତ୍ତମାନ ପରିସ୍ଥିତିରେ ଖାଲି ପଡିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.