ETV Bharat / bharat

କାନପୁର ବାଳିକା ସେଲଟର୍ ହୋମରେ ପୁଣି 9 କୋରୋନା ଆକ୍ରାନ୍ତ

ରାଜକୀୟ ବାଳିକା ସେଲଟର୍ ହୋମରେ ପ୍ରଶାସନିକ ଭୁଲ କାରଣରୁ କୋରୋନାର ଶିକାର ହୋଇଛନ୍ତି ଆହୁରି 9 ବାଳିକା । ଏହାପୂର୍ବରୁ ଏହି ସେଲଟର୍ ହୋମରୁ 57 ବାଳିକା କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

କାନପୁର ବାଳିକା ସେଲଟର୍ ହୋମ
କାନପୁର ବାଳିକା ସେଲଟର୍ ହୋମ
author img

By

Published : Jun 29, 2020, 1:41 PM IST

ଲକ୍ଷ୍ନୌ: ରାଜକୀୟ ବାଳିକା ସେଲଟର୍ ହୋମରେ ପ୍ରଶାସନିକ ଭୁଲ କାରଣରୁ କୋରୋନାର ଶିକାର ହୋଇଛନ୍ତି ଆହୁରି 9 ବାଳିକା । ଏହାପୂର୍ବରୁ ଏହି ସେଲଟର୍ ହୋମରୁ 57 ବାଳିକା କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସରକାରଙ୍କ ଦ୍ବାରା ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ସେଲଟର୍ ହୋମ ସଂପର୍କରେ ଭୁଲ ତଥ୍ୟ ପ୍ରସାରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ବିଭାଗ ପକ୍ଷ ରଖି ନ ଥିବାରୁ ପ୍ରୋବେସନ ଅଫିସରଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।

ସେଲଟର୍ ହୋମରେ ବାଳିକାମାନେ କୋରୋନା ପଜିଟିଭ୍ ପାଇବା ପରେ ପ୍ରଶାସନିକ ଅବହେଳା ପଦାରେ ପଡିଛି । ଜିଲ୍ଲା ପ୍ରଶାସନର ଅବହେଳା ହେତୁ କାନପୁରର ସରକାରୀ ସେଲଟର୍ ହୋମରେ କୋରୋନା ସଂକ୍ରମଣ ବ୍ୟାପିଛି ।

ପ୍ରକାଶଥାଉକି, ସରକାରୀ ସେଲଟର୍ ହୋମରେ ରହୁଥିବା ଜଣେ ବାଳିକାକୁ 15 ଜୁନରେ କୋରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଜୁନ 17 ରେ ଅନ୍ୟ 33 ଅନ୍ତେବାସୀଙ୍କୁ ଅନୁସନ୍ଧାନ ରିପୋର୍ଟରେ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲାା। କିନ୍ତୁ ଅବହେଳା ପ୍ରଦର୍ଶନ କରୁଥିବା ସେଲଟର୍ ହୋମ ପ୍ରଶାସନ ଓ କର୍ମଚାରୀ ତୁରନ୍ତ ସେହି ଝିଅମାନଙ୍କୁ ଅଲଗା କରିନଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.