ETV Bharat / bharat

କାନପୁର ଏନକାଉଣ୍ଟର ଘଟଣାରେ ଏକାଥରେ 10 କନଷ୍ଟେବଳଙ୍କ ବଦଳି - 10 କନେଷ୍ଟବଳଙ୍କ ବଦଳି

କାନପୁରରେ ପୋଲିସ ଓ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ପରେ ପୋଲିସ ନିଜର ତଦନ୍ତକୁ ଅଧିକ ତ୍ବରାନ୍ବିତ କରିଛି। ଚୌବେପୁର ପୋଲିସ ଷ୍ଟେସନର ଏକା ଥରେ 10 କନଷ୍ଟେବଳଙ୍କୁ ଅନ୍ୟତ୍ର ଷ୍ଟେସନକୁ ବଦଳି କରାଯାଇଛି । ଅଧିକ ଖବର ପଢନ୍ତୁ...

କାନପୁର ଏନକାଉଣ୍ଟର ଘଟଣାରେ ଏକାଥରେ 10 କନେଷ୍ଟବଳଙ୍କ ବଦଳି

author img

By

Published : Jul 7, 2020, 12:07 PM IST

ଲକ୍ଷ୍ନୌ: କାନପୁରରେ ପୋଲିସ ଓ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ପରେ ପୋଲିସ ନିଜର ତଦନ୍ତକୁ ଅଧିକ ତ୍ବରାନ୍ବିତ କରିଛି। କୁଖ୍ୟାତ ଅପରାଧୀ ବିକାଶ ଦୁବେ ଫେରାର ଥିବା ବେଳେ ତାକୁ ଧରିବାକୁ ପୋଲିସ ନିଜର ରଣନୀତି ପ୍ରସ୍ତୁତ କରିଛି । ସ୍ଥାନେ ସ୍ଥାନେ ଚଢାଉ ସହ ବିକାଶ ଦୁବେର ଠିକଣା ସ୍ଥାନର ଖବର ଦେବାକୁ ମଧ୍ୟ ପୁରସ୍କାର ରାଶିର ଘୋଷଣା ହୋଇଛି ।

ତେବେ ଆଜି ଏହି ଘଟଣାରେ ତଦନ୍ତ କରିବାକୁ ଯାଇ ଚୌବେପୁର ପୋଲିସ ଷ୍ଟେସନର ଏକା ଥରେ 10 କନେଷ୍ଟବଳଙ୍କୁ ଅନ୍ୟତ୍ର ଷ୍ଟେସନକୁ ବଦଳି କରାଯାଇଛି ।ଏନେଇ ସୂଚନା ଦେଇଛନ୍ତି ଆଇଜିପି ମୋହିତ ଅଗ୍ରୱାଲ। ବିକାଶ ଦୁବେ ସହ ଅପରାଧୀକ ଲିଙ୍କ ନେଇ ଅଧିକ ଖୋଳତାଡ ମଧ୍ୟ ଚାଲିଛି ।

ସୂଚନା ଅନୁସାରେ, କାନପୁର ଏନକାଉଣ୍ଟରରେ 8 ଜଣ ପୋଲିସ ଶହୀଦ ହୋଇଥିଲେ । କୁଖ୍ୟାତ ଅପରାଧୀ ମାନେ ଆମ୍ବୁସ କରି ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।

ସୌଜନ୍ୟ- ANI TWITEER

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.