ETV Bharat / bharat

ହତ୍ୟା ମାମଲାରେ 2019ରେ 8 ହଜାରରୁ ଊର୍ଦ୍ଧ୍ବ ନାବାଳକ ଗିରଫ

author img

By

Published : Oct 3, 2020, 3:02 PM IST

2019 ରେ ଦେଶରେ ମୋଟ 750 ହତ୍ୟା କରିଛନ୍ତି ନାବାଳକ । ଏଥିଯୋଗୁଁ ମୋଟ 6,872 ମାମଲା ପଞ୍ଜିକୃତ ହୋଇଛି ।

ନାବାଳକ ଗିରଫ
ନାବାଳକ ଗିରଫ

ହାଇଦ୍ରାବାଦ: 2019 ରେ ଦେଶରେ ନାବାଳକ କରିଛନ୍ତି ମୋଟ 750 ହତ୍ୟା । ଏଥିଯୋଗୁଁ ମୋଟ 6,872 ମାମଲା ପଞ୍ଜିକୃତ ହୋଇଛି । ଏହା 2018 ତୁଳନାରେ 1.1 ପ୍ରତିଶତ ବୃଦ୍ଧି ପାଇଛି (6,798 ମାମଲା)।

6,872 ମାମଲାରେ ସମୁଦାୟ 8,432 ନାବାଳକଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ 7,806 ନାବାଳକ ଆଇପିସି ମାମଲାରେ ଗିରଫ ହୋଇଥିଲେ ଏବଂ SLL ମାମଲାରେ 626 ନାବାଳକ ଗିରଫ ହୋଇଥିଲେ। 2019 ମସିହାରେ 16 ରୁ 18 ବର୍ଷ ବୟସ ମଧ୍ୟରେ 6,193 ଥିଲେ । POCSO ଅଧିନିୟମ ଅନୁଯାୟୀ ନାବାଳିକାଙ୍କ ବିରୋଧରେ 1492 ମାମଲା ପଞ୍ଜିକୃତ ହୋଇଥିଲା ।

2018 ଅପେକ୍ଷା ମଧ୍ୟପ୍ରଦେଶରେ ସର୍ବାଧିକ 18.4 ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଛତିଶଗଡରେ 16.4 ପ୍ରତିଶତ ପରେ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ 13.7 ପ୍ରତିଶତ ରହିଛି । ଅନ୍ୟପକ୍ଷେ ଓଡିଶାରେ ଏହା 8.3 ପ୍ରତିଶତ ରହିଛି । ଏହାସହ ମଣିପୁରରେ ସର୍ବନିମ୍ନ0.2 ପ୍ରତିଶତ ରହିଛି ।

ସର୍ବାଧିକ ଜୁଭେନାଇଲ୍ ଅପରାଧ ହୋଇଥିବା ରାଜ୍ୟ-

Juvenile crime
ସର୍ବାଧିକ ଜୁଭେନାଇଲ୍ ଅପରାଧ ହୋଇଥିବା ରାଜ୍ୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.