ETV Bharat / bharat

ସ୍କୁଲରେ ଜଙ୍କ ଫୁଡ ବ୍ୟାନ କଲେ ମହାରାଷ୍ଟ୍ର ସରକାର - school

ମହାରାଷ୍ଟ୍ରରେ ଥିବା ସବୁ ସ୍କୁଲରେ ଜଙ୍କ ଫୁଡ ବ୍ୟାନ ନେଇ ଫୁଡ ଓ ଡ୍ରଗ ଆଡମିନିଷ୍ଟ୍ରେସନର ଗାଇଡ ଲାଇନ ଜାରି କରିଛନ୍ତି। କ୍ୟାଣ୍ଟିନରେ ପରିଷ୍କାର ପରିଚ୍ଛନ୍ନତାର ମଧ୍ୟ ଏଫଡିଏ ଦ୍ୱରା ଯାଞ୍ଚ କରାଯିବ ।

ଫାଇଲ ଫଟୋ
author img

By

Published : Jul 19, 2019, 7:33 PM IST

ମୁମ୍ବାଇ: ମହାରାଷ୍ଟ୍ରର 10 ହଜାର ସ୍କୁଲ ଓ କଲେଜ କ୍ୟାଣ୍ଟିନରେ ଜଙ୍କ ଫୁଡର ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ । ସ୍କୁଲ କଲେଜର କ୍ୟାଣ୍ଟିନରେ ଜଙ୍କ ଫୁଡ ବ୍ୟାନ ନେଇ ମହାରାଷ୍ଟ୍ର ଫୁଡ ଓ ଡ୍ରଗ ଆଡମିନିଷ୍ଟ୍ରେସନ ଗାଇଡ ଲାଇନ ଜାରି କରିଛି । କ୍ୟାଣ୍ଟିନରେ ପୁଷ୍ଟିକର ଖାଦ୍ୟକୁ ଅଧିକ ପ୍ରୋତ୍ସାହନ ଦେବା ଏହି ଅଭିଯାନର ଲକ୍ଷ ରହିଛି ।

ବର୍ଷ ଶେଷ ଯାଏ ରାଜ୍ୟର ସବୁ ସ୍କୁଲ ଓ କଲେଜ କ୍ୟାଣ୍ଟିନରେ ଏହି ଅଭିଯାନ ଚାଲୁ ରହିବ । ସ୍କୁଲ ଓ କଲେଜ କ୍ୟାଣ୍ଟିନର ମେନୁ ବଦଳାଇବା ସହିତ ଜଙ୍କ ଫୁଡକୁ ବାଦ ଦେବା ପାଇଁ ମହାରାଷ୍ଟ୍ର ଏଫଡିଏ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କ୍ୟାଣ୍ଟିନରେ ପରିଷ୍କାର ପରିଚ୍ଛନ୍ନତାର ମଧ୍ୟ ଏଫଡିଏ ଯାଞ୍ଚ କରିବ ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.