ETV Bharat / bharat

ସେମିଷ୍ଟାର ରେଜିଷ୍ଟ୍ରେସନ ବହିଷ୍କାର କଲେ ଜେଏନୟୁ ଛାତ୍ରଛାତ୍ରୀ - ଜେଏନୟୁ ଛାତ୍ରଛାତ୍ରୀ

ଜବାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ଓ୍ବିଣ୍ଟର ସେମିଷ୍ଟାର ପାଇଁ ପଞ୍ଜିକରଣ ପ୍ରକ୍ରିୟା 1 ଜାନୁଆରୀରୁ ଆରମ୍ଭ । ହେଲେ ଏହି ରେଜିଷ୍ଟ୍ରେସନକୁ ବହିଷ୍କାର କରିଛନ୍ତି ଛାତ୍ରଛାତ୍ରୀ ।

jnu
ସେମିଷ୍ଟାର ରେଜିଷ୍ଟ୍ରେସନ ବହିଷ୍କାର କଲେ ଜେଏନୟୁ ଛାତ୍ରଛାତ୍ରୀ
author img

By

Published : Jan 1, 2020, 11:54 AM IST

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବ ବିଦ୍ୟାଳୟର ଓ୍ବିଣ୍ଟର ସେମିଷ୍ଟାର ପାଇଁ ପଞ୍ଜିକରଣ ପ୍ରକ୍ରିୟା 1 ଜାନୁଆରୀରୁ ଆରମ୍ଭ ହୋଇଯାଇଛି । ହେଲେ ଛାତ୍ରଛାତ୍ରୀମାନେ ଏହି ପଞ୍ଜିକରଣ ପ୍ରକ୍ରିୟାର ବହିଷ୍କାର କରିବା ନେଇ ଘୋଷଣା କରିସାରିଛନ୍ତି । ଜେଏନୟୁ କୁଳପତି ଜଗଦୀଶ କୁମାର ହଷ୍ଟେଲ ଫି ବୃଦ୍ଧିକୁ ନେଇ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାର ଆଉ ଗୋଟିଏ ସୁଯୋଗ ଦେଇଛନ୍ତି । 1 ଜାନୁଆରୀରୁ 5 ଜାନୁଆରୀ ପର୍ଯ୍ୟନ୍ତ ଓ୍ବିଣ୍ଟର ସେମିଷ୍ଟାର ପାଇଁ ରେଜିଷ୍ଟ୍ରେସନ କରାଇବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଜେଏନୟୁରେ ଗତ ଦୁଇ ମାସରୁ ବୃଦ୍ଧି ହୋଇଥିବା ହଷ୍ଟେଲ ଫି ପ୍ରତ୍ୟାହାର ଦାବିରେ ପ୍ରଦର୍ଶନ କରୁଛନ୍ତି । ଏନେଇ ସେମାନେ ସେମିଷ୍ଟାର ପରୀକ୍ଷାର ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି । କୁଳପତିଙ୍କ ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିବା ସହ ଏହା ପ୍ରତ୍ୟାହାର ନ ହେଲେ ବିରୋଧ ଜାରି ରହିବାର ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ ଛାତ୍ରାବାସର ଫିସ୍‌ ଆବଶ୍ୟକ ଥିବା ଜେଏନୟୁ କୁଳପତି କହିଛନ୍ତି ।

Intro:नई दिल्ली ।

जवाहरलाल नेहरू विश्वविद्यालय (जेएनयू) में विंटर समेस्टर के लिए पंजीकरण प्रक्रिया नए हॉस्टल फीस स्ट्रक्चर के साथ एक जनवरी से शुरू हो गयी है. वहीं छात्रों ने इस पंजीकरण प्रक्रिया का बहिष्कार करने की घोषणा कर दी है. बता दें कि जेएनयू के कुलपति प्रोफेसर एम जगदीश कुमार ने बढ़ी हुई फीस और हॉस्टल मैनुअल को लेकर प्रदर्शन कर रहे छात्रों को परीक्षा देने का एक और मौका देते हुए 1 जनवरी से 5 जनवरी तक विंटर सेमेस्टर के लिए रजिस्ट्रेशन और 20 जनवरी तक मॉनसून सेमेस्टर की बाकी पड़ी गतिविधियों को पूरा करने के आदेश दिए हैं.

Body:विंटर सेमेस्टर पंजीकरण शुरू

एक जनवरी से नए सेमेस्टर में पंजीकरण प्रक्रिया शुरू हो रही है जिसमें रिवाइज्ड फीस स्ट्रक्चर लागू होगा. ऐसे में आक्रोशित हो छात्रों ने पंजीकरण प्रक्रिया का बहिष्कार करने की घोषणा कर दी है. बता दें कि जेएनयू के सभी हॉस्टल प्रेसिडेंट के बीच हुई बैठक में यह फैसला लिया गया है.

छात्रों का प्रदर्शन जारी

बता दें कि प्रदर्शनकारी छात्रों ने सेमेस्टर परीक्षा का बहिष्कार किया था जिसके चलते उनका मानसून सत्र पूरा नहीं हो पाया है. वहीं विंटर सेमेस्टर में केवल औपचारिक तौर पर उनका रजिस्ट्रेशन कर जेएनयू के कुलपति प्रोफेसर एम जगदीश कुमार ने उन्हें परीक्षा पूरी करने का एक और मौका दिया है. उन्होंने कहा कि 1 तारीख से 5 तारीख के बीच छात्र विंटर सेमेस्टर के लिए रजिस्ट्रेशन करा सकते हैं लेकिन 20 जनवरी तक उनकी मानसून सेमेस्टर की सभी बाकी पड़ी गतिविधियां पूरी करा ली जाए. वहीं छात्रों ने कुलपति के इस फैसले को गुमराह करने वाला फैसला बताया है और कहा है कि जब तक फीस पूरी तरह वापस नहीं ली जाती उनका यह संघर्ष लगातार जाएगा. वहीं जेएनयू कुलपति ने छात्रावास की नई फीस को आवश्यक बताया है.

Conclusion:हॉस्टल फीस रोल बैक की मांग पर अड़े छात्र

बता दें कि जेएनयू में 2 महीने से अधिक समय से बढ़ी हुई फीस और हॉस्टल मैनुअल के रोलबैक की मांग को लेकर छात्र विरोध प्रदर्शन कर रहे हैं जिसके चलते उन्होंने सेमेस्टर परीक्षाओं का भी बहिष्कार कर दिया था.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.