ETV Bharat / bharat

ଜେଏନୟୁ ଛାତ୍ରଙ୍କ ଦାଦାଗିରି, 'ଇଟିଭି ଭାରତ' ରିପୋର୍ଟରଙ୍କୁ ଆକ୍ରମଣ - 'ଇଟିଭି ଭାରତ' ରିପୋର୍ଟରଙ୍କୁ ଛାତ୍ରମାନେ ଆକ୍ରମଣ କରିଛନ୍ତି

ଜେଏନୟୁରେ 'ଇଟିଭି ଭାରତ' ରିପୋର୍ଟରଙ୍କୁ ଛାତ୍ରଙ୍କ ଆକ୍ରମଣ । ମୁଥା ମାରିବା ସହ ମୋଜୋ କିଟ ଭାଙ୍ଗିବାକୁ ପ୍ରୟାସ...ଦେଖନ୍ତୁ ଭିଡିଓ

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 3, 2019, 11:54 PM IST

ନୂଆଦିଲ୍ଲୀ: ଜବହାରଲାଲ ନେହରୁ ୟୁନିଭରସିଟି (ଜେଏନୟୁ)ରେ 'ଇଟିଭି ଭାରତ' ସାମ୍ବାଦିକଙ୍କୁ ଛାତ୍ରମାନେ ଆକ୍ରମଣ କରିଛନ୍ତି । 'ଇଟିଭି ଭାରତ' ରିପୋର୍ଟର ଜେଏନୟୁରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପୋଗ୍ରାମ ସଂଗ୍ରହ କରିବାକୁ ଯାଇଥିବାବେଳେ ଛାତ୍ରମାନେ ତାଙ୍କୁ ଆଟାକ କରିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ରିପୋର୍ଟଙ୍କୁ ଜେଏନଏୟୁ ଛାତ୍ର ମାନେ ଧକ୍କା ମାରି ଟଣାଓଟରା କରିବା ସହ ତାଙ୍କ ମୁଥା ମଧ୍ୟ ମାରିଛନ୍ତି । ଏହାବ୍ୟତୀତ ରିପୋର୍ଟରଙ୍କ ମୋଜୋ କିଟ ଛଡେଇବାକୁ ମଧ୍ୟ ଚେଷ୍ଟା କରିଥିଲେ କିଛି ବଦମାସ ଛାତ୍ର । ଭିଡିଓରେ ସଫା ସଫା ଦେଖାଯାଉଛି ଯେ, କିଭଳି ଭାବେ ଜଣେ ଲମ୍ବା କେଶ ରଖିଥିବା ଛାତ୍ର ରିପୋର୍ଟରଙ୍କୁ ଧକ୍କା ମାରା ମାରି ପଛକୁ ନେଉଛନ୍ତି । ଆଉ ରିପୋର୍ଟର ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ସୂଚନାମୁତାବକ, ଆଜି(ଗୁରୁବାର) ଜେଏନୟୁରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆର୍ଟିକିଲ 370 ହଟାଇବାକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଆସିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଆଗମନକୁ କିଛି ଛାତ୍ର ମାନେ ବିରୋଧ କରୁଥିଲେ । ଏହି କାର୍ଯ୍ୟକ୍ରମକୁ ରେକର୍ଡ କରିବାକୁ ଯାଇଥିବାବେଳେ 'ଇଟିଭି ଭାରତ' ରିପୋର୍ଟରଙ୍କୁ ମାଡ ମାରିଥିଲେ ଜେଏନୟୁ ଛାତ୍ର ।

Intro:Body:

ranjita

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.