ETV Bharat / bharat

‘କଂଗ୍ରେସ ନିଜ ଉପରେ ନୁହେଁ, ବିଜେପି ଉପରେ 'ସର୍ଜିକାଲ ଷ୍ଟ୍ରାଇକ୍' କରିବା ଜୁରରୀ’ - jitin prasad targeted in up over congress letter kapil sibal reacts

କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ ଦଳ ନିଜ ଲୋକଙ୍କ ଉପରେ ନୁହେଁ ବରଂ ବିଜେପି ଉପରେ 'ସର୍ଜିକାଲ ଷ୍ଟ୍ରାଇକ୍' କରିବା ଆବଶ୍ୟକ । ଜିତିନ ପ୍ରସାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କପିଲ ସିବଲ ଏହି ବିବୃତ୍ତି ଦେଇଛନ୍ତି । ଏଥିସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରସାଦଙ୍କୁ ଆନୁଷ୍ଠାନିକ ଭାବେ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

କଂଗ୍ରେସ ନିଜ ଉପରେ ନୁହେଁ, ବିଜେପି ଉପରେ 'ସର୍ଜିକାଲ ଷ୍ଟ୍ରାଇକ୍' କରିବା ଜୁରରୀ: କପିଲ ସିବଲ

author img

By

Published : Aug 27, 2020, 3:54 PM IST

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ ଦଳ ନିଜ ଲୋକଙ୍କ ଉପରେ ନୁହେଁ ବରଂ ବିଜେପି ଉପରେ 'ସର୍ଜିକାଲ ଷ୍ଟ୍ରାଇକ୍' କରିବା ଆବଶ୍ୟକ । ଜିତିନ ପ୍ରସାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କପିଲ ସିବଲ ଏହି ବିବୃତ୍ତି ଦେଇଛନ୍ତି । ଏଥିସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରସାଦଙ୍କୁ ଆନୁଷ୍ଠାନିକ ଭାବେ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

କଂଗ୍ରେସ ନିଜ ଉପରେ ନୁହେଁ, ବିଜେପି ଉପରେ 'ସର୍ଜିକାଲ ଷ୍ଟ୍ରାଇକ୍' କରିବା ଜୁରରୀ: କପିଲ ସିବଲ
କଂଗ୍ରେସ ନିଜ ଉପରେ ନୁହେଁ, ବିଜେପି ଉପରେ 'ସର୍ଜିକାଲ ଷ୍ଟ୍ରାଇକ୍' କରିବା ଜୁରରୀ: କପିଲ ସିବଲ

ସିବଲ ଟ୍ୱିଟ କରି କହିଛନ୍ତି ଯେ ଉତ୍ତରପ୍ରଦେଶରେ ଜିତିନ ପ୍ରସାଦଙ୍କୁ ସରକାରୀ ଭାବେ ଟାର୍ଗେଟ କରାଯିବା ଦୁର୍ଭାଗ୍ୟଜନକ । ବିଜେପିକୁ ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା କଂଗ୍ରେସ ଟାର୍ଗେଟ କରିବା ଆବଶ୍ୟକ, ଯେତେବେଳେ କି ନିଜକୁ ଟାର୍ଗେଟ କରି ଦଳ ସମୟ ନଷ୍ଟ କରୁଛି ବୋଲି ସେ କହିଛନ୍ତି । ପରୋକ୍ଷରେ ତାଙ୍କ ଟୁଇଟ୍ ସହ ସହମତ ହୋଇ କଂଗ୍ରେସ ନେତା ମନୀଷ ତିୱାରୀ ଟ୍ୱିଟ୍ କରି କହିଛନ୍ତି ଯେ ଭବିଷ୍ୟତ ଜ୍ଞାନୀ ।

ଖବର ଅନୁଯାୟୀ, ଲକ୍ଷ୍ମୀପୁରୀ ଖେରୀ କଂଗ୍ରେସ କମିଟି ପାଞ୍ଚଟି ସଂକଳ୍ପ ପାରିତ କରିଛି, ସେଥିମଧ୍ୟରୁ ଜିତିନ ପ୍ରସାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । 23 ନେତାଙ୍କ ମଧ୍ୟରେ ସିବଲ, ତିୱାରୀ ଏବଂ ପ୍ରସାଦ ଅଛନ୍ତି, ଯେଉଁମାନେ ନିକଟରେ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି କଂଗ୍ରେସ ସଂଗଠନ, ସାମୂହିକ ନେତୃତ୍ୱ ଏବଂ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଦାବି କରିଥିଲେ । ଯାହାକୁ ନେଇ ଏକ ବଡ ବିବାଦ ଦେଖାଦେଇଥିଲା ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.