ETV Bharat / bharat

ଭୁଲ ବାର୍ତ୍ତା ଦେଇ ଚର୍ଚ୍ଚାରେ ଜମ୍ମୁ କଶ୍ମୀର ଟ୍ରାଫିକ ପୋଲିସ

ଭାଇରାଲ ହେଉଛି ଜମ୍ମୁ-କାଶ୍ମୀର ପୋଲିସ ଦ୍ବାରା ଜାରି କରାଯାଇଥିବା ସାଇନ ବୋର୍ଡ । ଲେଖାଯାଇଥିବା ମେସେଜ ଦେଖି ହସରେ ଲୋଟପୋଟ ଯୁବପିଢି ।

author img

By

Published : Jun 19, 2019, 6:34 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଟ୍ରାଫିକ ପୋଲିସ ଦ୍ବାରା ଜାରି କରାଯାଇଥିବା ସାଇନ ବୋର୍ଡ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି । ବୋର୍ଡଟି କାଶ୍ମୀରର ମୋଗଲ ରୋଡରେ ଲଗାଯାଇଛି । ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା ପରିବର୍ତ୍ତେ ଏଥିରେ ଲେଖାଯାଇଛି ପିଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ । ସାଇନ ବୋର୍ଡରେ ଇଂରାଜୀରେ ଡ୍ରାଇଭିଂ (ଗାଡି ଚାଳନା) ବଦଳରେ ଲେଖାଯାଇଛି ଡ୍ରିଙ୍କିଂ (ପିିଇବା) ।

ସାଇନ ବୋର୍ଡଟି ଅନେକ ଦିନ ହେବ କାଶ୍ମୀରର ରାଜପଥ ତଥା ମୋଗଲ ରୋଡରେ ଲଗାଯାଇଥିବାବେଳେ ଏହି ଭୁଲ ସାଇନ ବୋର୍ଡ ଉପରେ ପ୍ରଶାସନର ନଜର କିପରି ପଡିନଥିଲା ଓ ବୋର୍ଡ ଲଗାଯିବା ପୂର୍ବରୁ କାହିଁକି ପଢାଯାଇନାହିଁ ବୋଲି ସୃଷ୍ଟି ହୋଇଛି ପ୍ରଶ୍ନ । ତେବେ ବୋର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜପଥରୁ ଏହି ବୋର୍ଡ ହଟାଇ ଦିଆଯିବା ସହ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Intro:Body:

କାଶ୍ମୀର: ଜମ୍ମୁ-କାଶ୍ମୀର ଟ୍ରାଫିକ ପୋଲିସ ଦ୍ବାରା ଜାରି କରାଯାଇଥିବା ସାଇନ ବୋର୍ଡ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି । ବୋର୍ଡଟି କାଶ୍ମୀରର ମୋଗଲ ରୋଡରେ ଲଗାଯାଇଥିବାବେଳେ ସେଥିରେ ଲେଖାଯାଇଛି  ପିଇବା ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ ।

ସାଇନ ବୋର୍ଡଟି ଅନେକ ଦିନ ହେବ କାଶ୍ମୀରର ରାଜପଥ ତଥା ମୋଗଲ ରୋଡରେ ଲଗାଯାଇଥିବାବେଳେ ଏହି ଭୁଲ ସାଇନ ବୋର୍ଡ ଉପରେ ପ୍ରଶାସନର ନଜର କିପରି ପଡିନଥିଲା ଓ ବୋର୍ଡ ଲଗାଯିବା ପୂର୍ବରୁ କାହିଁକି ପଢାଯାଇନାହିଁ ବୋଲି ସୃଷ୍ଟି ହୋଇଛି ପ୍ରଶ୍ନ । ତେବେ ବୋର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜପଥରୁ ଏହି ବୋର୍ଡ ହଟାଇ ଦିଆଯିବା ସହ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.