ETV Bharat / bharat

ପୋଲିସ ହେପାଜତରୁ ମୁକୁଳିବେ 3 ଜମ୍ମୁ ଓ କାଶ୍ମୀର ନେତା

author img

By

Published : Oct 10, 2019, 8:03 AM IST

ଆଜି(ଗୁରୁବାର) ମୁକୁଳିବେ ପୋଲିସ ହେପାଜତରେ ଥିବା 3 ଜମ୍ମୁ ଓ କଶ୍ମୀର ନେତା । ୟାୱର ମୀର୍‌, ନୁର ମହମ୍ମଦ ଓ ସୋଏବ ଲୋନ ଶାନ୍ତିପତ୍ରରେ ଦସ୍ତଖତ କରି ପୋଲିସ ହେପାଜତରୁ ବାହାରିବେ ବୋଲି ସୂଚନା ।

ପ୍ରତିକାତ୍ମକ ଫଟୋ

ଶ୍ରୀନଗର: ଆଜି(ଗୁରୁବାର) ମୁକୁଳିବେ ପୋଲିସ ହେପାଜତରେ ଥିବା 3 ଜମ୍ମୁ ଓ କାଶ୍ମୀର ନେତା । ଶାନ୍ତିପତ୍ରରେ ଦସ୍ତଖତ କରି ପୋଲିସ ହେପାଜତରୁ ବାହାରିବେ । ରାଜ୍ୟରୁ ଧାରା 370 ହଟିବା ପରେ ପୋଲିସ ଏମାନଙ୍କୁ ହେପାଜତକୁ ନେଇଥିଲା ।

ୟାୱର ମୀର୍‌, ନୂର ମହମ୍ମଦ ଓ ସୋଏବ ଲୋନଙ୍କୁ ଗୁରୁବାର ଛଡାଯିବ ବୋଲି ସୂଚନା ମିଳିଛି । ୟାୱର ମୀର୍‌ ସାକିୟାବାଦର ପୂର୍ବତନ ପିଡିପି ବିଧାୟକ ହୋଇଥିବାବେଳେ ସୋଏବ ଲୋନ ଉତ୍ତର କାଶ୍ମୀରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।

ସୂଚନା ଥାଉକି, ଅଗଷ୍ଟ 5 ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା 370 ହଟାଯିବା ସହ ରାଜ୍ୟକୁ ବିଭାଜିତ କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଥିଲା । ଏହି ସମୟରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ନେତାଙ୍କୁ ପୋଲିସ ହେପାଜତକୁ ନେଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.