ETV Bharat / bharat

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କୋରୋନା ଆକ୍ରାନ୍ତ

author img

By

Published : Aug 20, 2020, 3:12 PM IST

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଏନେଇ ମନ୍ତ୍ରୀ ଖୋଦ ଟ୍ବିଟ କରି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କୋରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 28 ଲକ୍ଷ ଅତିକ୍ରମ କରିଛି। ଅନେକ ଭିଭିଆଇପି ମଧ୍ୟ କୋରୋନାର ଶିକାର ହେଉଛନ୍ତି । ମୋଦି ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ କେରୋନାରେ ଆକ୍ରାନ୍ତ ହୋଇଇନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଏନେଇ ମନ୍ତ୍ରୀ ଖୋଦ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଗଜେନ୍ଦ୍ର ସିଂ ଶେଖାୱତ ଟ୍ବିଟ କରି କହିଛନ୍ତି, 'ଅସୁସ୍ଥତାର କିଛି ଲକ୍ଷଣ ଦେଖି ମୁଁ କୋରୋନା ପରୀକ୍ଷଣ କରିଥିଲି । ମୋର କୋରୋନା ରିପୋର୍ଟ ସକାରାତ୍ମକ ଆସିଛି। ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି ହେବି। ଯେଉଁମାନେ ଅତୀତରେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ସଂଗରୋଧରେ ରହିବାକୁ ମୁଁ ଅନୁରୋଧ କରୁଛି । ସମସ୍ତେ ସୁସ୍ଥ ରୁହନ୍ତି ଏବଂ ନିଜର ଯତ୍ନ ନିଅନ୍ତୁ । '

ଶେଖାୱତଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କୋରୋନାରେ ସଂକ୍ରମିତ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ବ୍ୟତୀତ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲ ରାନୀ ବରୁଣଙ୍କର କୋରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି।

For All Latest Updates

TAGGED:

COVID19
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.