ETV Bharat / bharat

‘ମୁଁ ଜେଲ ଯିବାକୁ ପ୍ରସ୍ତୁତ, ଚକ୍ରାନ୍ତକାରୀଙ୍କୁ ସ୍ବାଗତ’

ଆଗରୁ କେବେ ଜେଲର ଅନୁଭୂତି ଜାଣି ନାହିଁ । ଯଦି ପାରୁଛ ଜେଲରେ ଭର୍ତ୍ତି କର। କୌଣସି ଅସୁବିଧା ନାହିଁ ବରଂ ମୁଁ ସ୍ବାଗତ କରୁଛି । ଏପରି କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର।

author img

By

Published : Sep 25, 2019, 10:03 AM IST

ଫାଇଲ ଫଟୋ

ମୁମ୍ବାଇ: ମୋର କୌଣସି ଅସୁବିଧା ନାହିଁ । ଜେଲ ଯିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। କାରଣ ଏହାର ଅନୁଭବ କେବେ ପାଇ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମୁଖ୍ୟ ଶରଦ ପାୱାର।

ମନି ଲଣ୍ଡରିଂ ଅଭିଯୋଗରେ ପୁତୁରା ଅଜିତ ପାୱାର ଏବଂ ଖୋଦ ଶରଦଙ୍କ ନାମରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)। ବେଆଇନ ସମ୍ପତ୍ତି ଠୁଳ ହେବା ସହ ଯାଞ୍ଚ ଜାରି ରଖିଛି ଇଡ଼ି। ଏପଟେ ଏ ଘଟଣାରେ ମୁହଁ ଖୋଲି ପ୍ରତିକ୍ରିୟା ରଖିଛନ୍ତି ଶରଦ ପାୱାର।

ସେ କହିଛନ୍ତି, ଯଦି କିଏ ମୋତେ ଜେଲରେ ଭର୍ତ୍ତି କରାଇବା ପାଇଁ ଯୋଜନା କରୁଛନ୍ତି, ତେବେ ମୁଁ ତାଙ୍କୁ ହୃଦୟରୁ ସ୍ବାଗତ କରୁଅଛି । ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କରେ 25 ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ମାମଲାରେ ନେଇ 70 ଜଣଙ୍କ ନାମରେ ମାମଲା ରୁଜୁ କରୁଛି ଇଡ଼ି । ଯେଉଁଥିରେ ସାମିଲ ରହିଛି ଏନସିପିର ଏହି ନେତାଙ୍କ ନାମ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.