ETV Bharat / bharat

ଅମରନାଥ ଯାତ୍ରୀଙ୍କ ସୁରକ୍ଷା ପାଇଁ ଯୋଗମୁଦ୍ରାରେ ଯବାନ - ଯୋଗମୁଦ୍ରାରେ ଯବାନ

ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ବଦା ତତ୍ପର ଯବାନ। ଆଉ ଏହା ମଧ୍ୟରେ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ଯବାନ ରାସ୍ତାରେ ଯୋଗ କରୁଥିବାର ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ
author img

By

Published : Jul 24, 2019, 7:07 PM IST

ଶ୍ରୀନଗର: ଚାଲିଛି ଅମରନାଥ ଯାତ୍ରା । ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଆସୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଆଉ ଏହି 45 ଦିନର ଯାତ୍ରା ପାଇଁ ଦିନରାତି ଏକ କରି ଦେଇଛନ୍ତି ସୁରକ୍ଷା ଦାୟିତ୍ୱରେ ଥିବା ଆଇଟିପିବି ଯବାନ । ଚଳିତ ଥର ବାବାଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କର ଯେପରି କୌଣସୀ ଅସୁବିଧାର ସମ୍ମୁଖିନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ହେଉଛନ୍ତି ଯବାନ।

ଏହାରି ମଧ୍ୟରେ ଯବାନଙ୍କ ଯୋଗ ମୁଦ୍ରାର ଫଟୋ ସାମ୍ନାକୁ ଆସିଛି । ନିଜକୁ ଫିଟ୍ ରଖିବା ପାଇଁ ଯୋଗ କରୁଛନ୍ତି । ଅମରନାଥକୁ ଯିବା ରାସ୍ତାରେ ଯବାନ ଯୋଗ କରିଥିଲେ । ନିଜେ ଯୋଗ କରିବା ସହ ଅନ୍ୟମାନଙ୍କୁ ଯୋଗ କରି ଫିଟ୍ ରହିବାକୁ ବାର୍ତ୍ତା ଦେଇଛନ୍ତି।

ନିକଟରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଯବାନ କେତେ ତତ୍ପର ତାହାର ଝଲକ ଦେଖିବାକୁ ମିଳିଥିଲା । ତୀର୍ଥଯାତ୍ରୀଙ୍କୁ ଅମ୍ଳଜାନ ଅଭାବ ହେବାରୁ ଅମ୍ଲଜାନ ଥଳି ଯୋଗାଇ ଦେଇଥିଲେ ଯବାନ । ଏପରିକି ଭୂସ୍ଖଳନ ଯୋଗୁଁ ପାହାଡ ଉପରରୁ ଖସୁଥିବା ପଥରକୁ ଅଟକାଇ ଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା ।

Intro:Body:

Testing 789

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.