ETV Bharat / bharat

ଅମରନାଥ ଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ସାଜିଛନ୍ତି ITBP ଯବାନ

ଅମରନାଥ ଯାତ୍ରୀଙ୍କ ପାଇଁ ସୁରକ୍ଷା କବଚ ସାଜିଲେ ଆଇଟିବିପି ଯବାନ । କାଳିମାତା ପଏଣ୍ଟରେ ଜାରି ରଖିଛନ୍ତି ନିରନ୍ତର କାମ । ସେମାନଙ୍କ ତ୍ୟାଗ ଓ ବୀରତ୍ବର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

author img

By

Published : Jul 9, 2019, 12:48 PM IST

ଫଟୋ ସୌଜନ୍ୟ : ଏଏନଆଇ

ଶ୍ରୀନଗର: ଚାଲିଛି ଅମରନାଥ ଯାତ୍ରା । ପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ । ବିପଦପୂର୍ଣ୍ଣ ଭାବେ ଯାତ୍ରୀମାନେ ଅନନ୍ତନାଗ ଜିଲ୍ଲାର 36 କିମି ଲମ୍ବା ପାରମ୍ପରିକ ପହଲଗାମ ମାର୍ଗ ଓ ଗୋନ୍ଦେରବଲ ଜିଲ୍ଲାର 14 କିମି ଲମ୍ବା ବାଲଟାଲ ମାର୍ଗ ଦେଇ ଯାଇଥାନ୍ତି । ତେବେ ଯାତ୍ରୀଙ୍କ ସମସ୍ତ ସୁରକ୍ଷାର ଦାୟିତ୍ବ ନେଇଛନ୍ତି ITBP ଯବାନ । କାଳିମାତା ପଏଣ୍ଟରେ ଜଗି ରହିଛନ୍ତି ଏମାନେ ।

ଭିଡିଓ ସୌଜନ୍ୟ : ଏଏନଆଇ

ନିଜ ଜୀବନକୁ ବାଜି ଲଗାଇ ଯବାନମାନେ ଯାତ୍ରୀଙ୍କ ପାଇଁ ସାଜିଛନ୍ତି ସୁରକ୍ଷା କବଚ । ଯୋଗାଉଛନ୍ତି ନିରନ୍ତର ସେବା । ସେମାନଙ୍କ ତ୍ୟାଗ ଓ ବୀରତ୍ବର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଯାହା ସମସ୍ତଙ୍କ ହୃଦୟ ଛୁଇଁଛି ।

ଯାତ୍ରା ସମୟରେ ଶ୍ରଦ୍ଧାଳୁ ସାମନା କରିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ । ପ୍ରବଳ ବର୍ଷା ଫଳରେ ପାହାଡରୁ ପଥର ଖସି ବର୍ଷାପାଣି ବୋହୁଛି । ନିକଟରେ ଥିବା ବିପଦପୂର୍ଣ୍ଣ ପୋଲ ପାର ହୋଇ ଯାତ୍ରା କରୁଛନ୍ତି ଯାତ୍ରୀ । ଆଉ ସୁରକ୍ଷା କବଚ ସାଜିଛନ୍ତି ଯବାନ ।

Intro:Body:

BLANK  FOR LINK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.