ETV Bharat / bharat

ରାଷ୍ଟ୍ରପତିଙ୍କୁ ଭେଟିଲେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତକାର କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 25, 2019, 10:29 PM IST

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତକାର କରିଛନ୍ତି । ଏହି ସାକ୍ଷାତକାରରେ ରକେଟ ମ୍ୟାନ କେ.ଶିବନ ମହାକାଶ ଗବେଷଣା ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ଏଥିସହ ରାଷ୍ଟ୍ରପତି ଶିବନଙ୍କୁ ଭାରତୀୟ ମହାକାଶ ଗବେଷଣାର ଭବିଷ୍ୟ ପାଇଁ ଶୁଭେଚ୍ଛା ପ୍ରଦାନ କରିଛନ୍ତି ।

isro-chairman-dr-k-sivan-meet-president-ram-nath-kovind
ଫଟୋ ସୌଜନ୍ୟ: ଏଏନଆଇ

ରାଷ୍ଟ୍ରପତି ଓ ଇସ୍ରୋ ପ୍ରମୁଖଙ୍କ ମଧ୍ୟରେ ଏହି ସାକ୍ଷାତକାର, ମିଶନ୍ ମଙ୍ଗଳର ସଫଳତା ତଥା ମଙ୍ଗଳ ଗ୍ରହର ପରିକ୍ରମାର 5 ବର୍ଷ ପୂର୍ତ୍ତି ଅବସରରେ ଥିଲା । ମଙ୍ଗଳଯାନକୁ କେବଳ 6 ମାସ ପର୍ଯ୍ୟନ୍ତ ପ୍ରେରଣ କରାଯାଇଥିଲା । ମାତ୍ର ମଙ୍ଗଳଯାନ ମଙ୍ଗଳବାର, ମଙ୍ଗଳଗ୍ରହକୁ ପରିକ୍ରମା କରିବାର 5 ବର୍ଷ ପୂରଣ କରିଛି ।

ସାକ୍ଷାତକାର ପରେ କେ ଶିବନ ମଙ୍ଗଳ ମିଶନ ଉପରେ ତଥ୍ୟ ରଖିଛନ୍ତି । ବିଗତ 5 ବର୍ଷରେ ଭାରତ ପ୍ରଥମେ ମଙ୍ଗଳ ଅର୍ବିଟର ମିଶନ(ମମ୍‌) ଭାରତୀୟ ଗବେଷଣା ସଂସ୍ଥାକୁ ଅର୍ବିଟର ଦ୍ବାରା ପ୍ରେରଣ କରାଯାଇଥିବା ଚିତ୍ରର ଆଧାରରେ ମଙ୍ଗଳ ଗ୍ରହର ମାନଚିତ୍ର ପ୍ରସ୍ତୁତ କରିବାରେ ସହାୟତା କରିଥିଲା ।

ଏଥିସହ ରକେଟ ମ୍ୟାନ କହିଛନ୍ତି ଯେ ଚିତ୍ର ପ୍ରେରଣ କାମ ନିରନ୍ତର ଭାବରେ ମିଶନ ମଙ୍ଗଳ ମାଧ୍ୟମରେ ଚାଲୁ ରହିଛି । ଏତଦ୍‌ବ୍ୟତୀତ ଏହା ଆଉ କିଛି ଦିନ ମଙ୍ଗଳଯାନ କାମ କରିବାର ସମ୍ଭାବନା ରହିଥିବା କଥା ସେ କହିଛନ୍ତି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.