ETV Bharat / bharat

କୋର୍ଟରେ ହାଜର ଚିଦାମ୍ବରମ - କୋର୍ଟରେ ହାଜର ହେବେ ଚିଦାମ୍ବରମ

ପ୍ରାୟ 14 ଦିନର ବିଚାର ବିଭାଗୀୟ ହାଜତ ହେପାଜତର ଅବଧି ଶେଷ ହେବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗୁରୁବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର 23 ତାରିଖରେ ଦିଲ୍ଲୀ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହେବ।

ଫାଇଲ ଫଟୋ
author img

By

Published : Sep 19, 2019, 10:41 AM IST

Updated : Sep 19, 2019, 2:42 PM IST

ନୂଆଦିଲ୍ଲୀ: ଆଇଏଏକ୍ସ(INX) ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗୁରୁବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କର 14 ଦିନିଆ ବିଚାର ବିଭାଗୀୟ ହାଜତ ହେପାଜତ ଅବଧି ଆଜି ସରୁଛି। ଯଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁନର୍ବାର ରିମାଣ୍ଡ ଆବେଦନ ନକରେ ତେବେ ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ବଢିପାରେ।

ଆସନ୍ତା ସେପ୍ଟେମ୍ବର 23 ଦିଲ୍ଲୀ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି ହେବ। ଚିଦାମ୍ବରମ ଜାମିନ ପାଇବାକୁ ସେପ୍ଟେମ୍ବର 11 ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ବର୍ତ୍ତମାନ ଏହି ମାମଲାର ଯାଞ୍ଚ ସିବିଆଇ କରୁଛି।

Intro:Body:

BLANK

Conclusion:
Last Updated : Sep 19, 2019, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.