ETV Bharat / bharat

ଗୁରୁବାର ନୌସେନାକୁ INS କାଭରତ୍ତୀ ହସ୍ତାନ୍ତର କରିବେ ନର୍ଭାଣେ - Visakhapatnam

ଭାରତୀୟ ନୌସେନାକୁ ସ୍ବଦେଶୀ ଆଣ୍ଟି ସବମରୀନ ୱାରଫେୟାର ତଥା ବୁଡାଜାହଜରୋଧୀ ଯୁଦ୍ଧ ଜାହାଜ ଆଇଏନଏସ କାଭରତ୍ତୀକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ । ଅଧିକ ପଢନ୍ତୁ...

ଗୁରୁବାର ନୌସେନାକୁ INS କାଭରତ୍ତୀ ହସ୍ତାନ୍ତର କରିବେ ନର୍ଭାଣେ

author img

By

Published : Oct 21, 2020, 7:27 PM IST

ବିଶାଖାପଟଣା: ଅନେକ ଦିନର ପ୍ରତୀକ୍ଷା ପରେ ଭାରତୀୟ ନୌସେନାକୁ ସ୍ବଦେଶୀ ଆଣ୍ଟି ସବମରୀନ ୱାରଫେୟାର ତଥା ବୁଡାଜାହଜରୋଧୀ ଯୁଦ୍ଧ ଜାହାଜ ଆଇଏନଏସ କାଭରତ୍ତୀକୁ ହସ୍ତାନ୍ତର କରିବାକୁ ଯାଉଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାଣେ । ଏହା ଚତୁର୍ଥ ସ୍ବେଦେଶୀ ବୁଡାଜାହଜରୋଧୀ ଯୁଦ୍ଧ ଜାହାଜ, ଯାହାକୁ ଗୁରୁବାର ବିଶାଖାପାଟଣାର ନାଭାଲ ଡକୟାର୍ଡରେ ନୌସେନାକୁ ହସ୍ତାନ୍ତର କରିବେ ନର୍ଭାଣେ ।

ସ୍ବଦେଶୀ ଆଣ୍ଟି ସବମରୀନ ୱାରଫେୟାର ସ୍ଲିଥ କନଭର୍ଟକୁ କାମୋର୍ତା କ୍ଲାସର ପ୍ରୋଜେକ୍ଟ 28 ଅନ୍ତର୍ଗତ ନିର୍ମାଣ କରାଯାଇଛି । କାଭରତ୍ତୀ ଜିଆରଏସଇ ଦ୍ବାରା ନିର୍ମିଚ 104 ତମ ପୋତ । ଏହା ଆତ୍ମନିର୍ଭର ଭାରତର ଏକ ଅଂଶ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ଏହି ଜାହାଜର 90 ପ୍ରତିଶତ ଯନ୍ତ୍ରାଂଶ ସ୍ବଦେଶୀ ନିର୍ମିତ । ଏହା ପରମାଣୁ, ରସାୟନିକ ଓ ଜୈବିକ ଯୁଦ୍ଧର ସ୍ଥିତିକୁ କମ କରିପାରିବ ବୋଲି ପ୍ରତିରକ୍ଷା ସୂତ୍ରରୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.