ETV Bharat / bharat

ଭାରତର ସବୁଠୁ ଛୋଟ ଶିଶୁକନ୍ୟା 'ଜିଆନା' - small

2018 ଅକ୍ଟୋବର ମାସରେ ଜନ୍ମ ନେଇଥିଲା ଭାରତର ସବୁଠୁ ଛୋଟ ଶିଶୁକନ୍ୟା ଜିଆନା । ଅହମଦାବାଦର ରାହୁଲ ମେହତା ଏବଂ ମାତା ଦିନଲଙ୍କ କୋଳରେ ଜନ୍ମ ନେଇଥିଲା ସେ।

ପ୍ରତିକାତ୍ମକ ଫଟୋ
author img

By

Published : Mar 3, 2019, 12:26 PM IST

ଅହମଦାବାଦର ରାହୁଲ ମେହତା ଏବଂ ମାତା ଦିନଲଙ୍କ କୋଳରେ ଜନ୍ମ ନେଇଥିଲା ଜିଆନା । ଏହି ନାମର ଅର୍ଥ ଭଗବାନଙ୍କ ଠାରୁ ପାଇଥିବା ଶକ୍ତିଶାଳୀ ଜୀବନ। ଜନ୍ମ ପରେ ଶିଶୁକନ୍ୟାଟିକୁ ପାଳିବା କଷ୍ଟକର ହୋଇ ପଡିଥିଲା ଉଭୟ ରାହୁଲ ଏବଂ ଦିନଲଙ୍କ ପାଇଁ । କାରଣ 5 ମାସରେ ଜନ୍ମ ନେଇଥିବା ଶିଶୁକୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଦ୍ବାରା ବଞ୍ଚାଇବାର ଥିଲା । ଆଉ ଏଥିପାଇଁ ପ୍ରାୟ ହସ୍ପିଟାଲରେ ରହିବାକୁ ପଡୁଥିଲା । ଜିଆନାର ଓଜନ ଚଳିତ ମାସ 2 ତାରିଖ ସୁଦ୍ଧା 2.6 କିଲୋଗ୍ରାମ ଥିବା ଜଣାପଡିବା ପରେ ତାଙ୍କୁ ମେଡିକାଲରୁ ଘରକୁ ପଠାଯାଇଥିଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ତାଙ୍କ ମାତାପିତା ।

ରେକର୍ଡ ଅନୁସାରେ, ଭାରତର 20ଟି ସ୍ଥାନରେ ଥିବା ପ୍ରିମାଚ୍ୟୁର ବେବି ଭିତରୁ ଜିଆନା ସବୁଠୁ ଛୋଟ। ଯିଏକି ଏବେବି ଜୀବିତ । ତେବେ ମୁମ୍ବାଇର 22 ସପ୍ତାହରେ ଜନ୍ମ ନେଇଥିବା 620 ଗ୍ରାମର ଶିଶୁପୁତ୍ର ଏବଂ ହାଇଦ୍ରାବାଦର 25 ସପ୍ତାହରେ ଜନ୍ମ ନେଇଥିବା ଶିଶୁକନ୍ୟା ଠାରୁ ମଧ୍ୟ ଜିଆନା ସବୁଠୁ ଛୋଟ ବୋଲି କହିଛନ୍ତି ଅହମଦାବାଦ ଅର୍ପଣ ନିୟ୍ୟୁ ବର୍ଣ୍ଣ କେୟାରର ନିର୍ଦ୍ଦେଶକ ଡାକ୍ତର ଅବିନାଶ ମେହତା ।

ସାଧାରଣତଃ ଯେଉଁ ଶିଶୁ 24 ସପ୍ତାହ ପୂର୍ବରୁ ଜନ୍ମ ନେଇଥାଏ । ତାଙ୍କର ବଞ୍ଚିବା ଆଶା 0.5 ପ୍ରତିଶତ ଥାଏ । 40 ସପ୍ତାହ ପରେ ଶିଶୁଟି ସମ୍ପୂର୍ଣ୍ଣ ହୋଇଯାଇଥାଏ । ତେଣୁ ଏହାପରେ ଜନ୍ମ ନେଲେ ବଞ୍ଚିବାରେ କୌଣସି ସମସ୍ୟା ହୋଇନଥାଏ । ସୁସ୍ଥ ଶିଶୁ ଜନ୍ମ ନେଇଥାଏ । ଜିଆନା ଠିକ ଭାବେ ନିଶ୍ବାସ ପ୍ରଶ୍ବାସ ନେବାପାଇଁ ତାଙ୍କୁ ପ୍ରତିଦିନ ଇଞ୍ଜେକସନ ଦିଆଯାଉଥିଲା । ଜନ୍ମ ସମୟରେ 7 ଲେୟାର ଚର୍ମ ପରିବର୍ତ୍ତେ 2 ଲେୟାର ଚର୍ମ ଥିଲା । ସଂକ୍ରମଣରୁ ବଞ୍ଚିବା ପାଇଁ ଡାକ୍ତରମାନେ ଖୁବ ଯତ୍ନ କରିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ମେହେତା ।

undefined

ତେବେ ଜିଆନାଙ୍କ ମା କହିଛନ୍ତି, ତାର ବଞ୍ଚିବା ଓ ସୁସ୍ଥ ରହିବା ପୁରା ଆମେ ଭଗବାନଙ୍କ ଉପରେ ଛାଡି ଦେଇଛୁ । ଜିଆନାର ଜନ୍ମପୁର୍ବରୁ ଦୁଇଥର ପିଲା ନଷ୍ଟ ହୋଇସାରିଛି । ମୁଁ ଜାଣିଥିଲି ଭଗବାନ ମୋ ଠାରୁ କେବେ ମାତୃତ୍ବ ଛଡାଇ ନେବେ ନାହିଁ । ମୁଁ ନିଶ୍ଚୟ ସନ୍ତାନ ପ୍ରସବ କରିବି । ଏହା ସତ ମଧ୍ୟ ହେଲା ।

Intro:Body:

ଭାରତର ସବୁଠୁ ଛୋଟ ଶିଶୁକନ୍ୟା 'ଜିଆନା'

ଅହମଦାବାଦ: 2018 ଅକ୍ଟୋବର ମାସରେ ଜନ୍ମ ନେଇଥିଲା ଭାରତର ସବୁଠୁ ଛୋଟ ଶିଶୁକନ୍ୟା ଜିଆନା । ବର୍ତ୍ତମାନ ସେ ସୁସ୍ଥ ଏବଂ ସାଧାରଣ ଜୀବନଯାପନ କରୁଥିବା ସୂଚାନା ମିଳିଛି । ଜନ୍ମ ସମୟରେ ତାଙ୍କର ଓଜନ 492 ଗ୍ରାମ ଥିଲା ।

ଅହମଦାବାଦର ରାହୁଲ ମେହତା ଏବଂ ମାତା ଦିନଲଙ୍କ କୋଳରେ ଜନ୍ମ ନେଇଥିଲା ଜିଆନା । ଏହି ନାମର ଅର୍ଥ ଭଗବାନଙ୍କ ଠାରୁ ପାଇଥିବା ଶକ୍ତିଶାଳୀ ଜୀବନ। ଜନ୍ମ ପରେ ଶିଶୁକନ୍ୟାଟିକୁ ପାଳିବା କଷ୍ଟକର ହୋଇ ପଡିଥିଲା ଉଭୟ ରାହୁଲ ଏବଂ ଦିନଲଙ୍କ ପାଇଁ । କାରଣ 5 ମାସରେ ଜନ୍ମ ନେଇଥିବା ଶିଶୁକୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଦ୍ବାରା ବଞ୍ଚାଇବାର ଥିଲା । ଆଉ ଏଥିପାଇଁ ପ୍ରାୟ ହସ୍ପିଟାଲରେ ରହିବାକୁ ପଡୁଥିଲା । ଜିଆନାର ଓଜନ ଚଳିତ ମାସ 2 ତାରିଖ ସୁଦ୍ଧା 2.6 କିଲୋଗ୍ରାମ ଥିବା ଜଣାପଡିବା ପରେ ତାଙ୍କୁ ମେଡିକାଲରୁ ଘରକୁ ପଠାଯାଇଥିଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ତାଙ୍କ ମାତାପିତା ।

ରେକର୍ଡ ଅନୁସାରେ, ଭାରତର 20ଟି ସ୍ଥାନରେ ଥିବା ପ୍ରିମାଚ୍ୟୁର ବେବି ଭିତରୁ ଜିଆନା ସବୁଠୁ ଛୋଟ। ଯିଏକି ଏବେବି ଜୀବିତ । ତେବେ ମୁମ୍ବାଇର 22 ସପ୍ତାହରେ ଜନ୍ମ ନେଇଥିବା 620 ଗ୍ରାମର ଶିଶୁପୁତ୍ର ଏବଂ ହାଇଦ୍ରାବାଦର 25 ସପ୍ତାହରେ ଜନ୍ମ ନେଇଥିବା ଶିଶୁକନ୍ୟା ଠାରୁ ମଧ୍ୟ ଜିଆନା ସବୁଠୁ ଛୋଟ ବୋଲି କହିଛନ୍ତି ଅହମଦାବାଦ ଅର୍ପଣ ନିୟ୍ୟୁ ବର୍ଣ୍ଣ କେୟାରର ନିର୍ଦ୍ଦେଶକ ଡାକ୍ତର ଅବିନାଶ ମେହତା ।

ସାଧାରଣତଃ ଯେଉଁ ଶିଶୁ 24 ସପ୍ତାହ ପୂର୍ବରୁ ଜନ୍ମ ନେଇଥାଏ । ତାଙ୍କର ବଞ୍ଚିବା ଆଶା 0.5 ପ୍ରତିଶତ ଥାଏ । 40 ସପ୍ତାହ ପରେ ଶିଶୁଟି ସମ୍ପୂର୍ଣ୍ଣ ହୋଇଯାଇଥାଏ । ତେଣୁ ଏହାପରେ ଜନ୍ମ ନେଲେ ବଞ୍ଚିବାରେ କୌଣସି ସମସ୍ୟା ହୋଇନଥାଏ । ସୁସ୍ଥ ଶିଶୁ ଜନ୍ମ ନେଇଥାଏ । ଜିଆନା ଠିକ ଭାବେ ନିଶ୍ବାସ ପ୍ରଶ୍ବାସ ନେବାପାଇଁ ତାଙ୍କୁ ପ୍ରତିଦିନ ଇଞ୍ଜେକସନ ଦିଆଯାଉଥିଲା । ଜନ୍ମ ସମୟରେ 7 ଲେୟାର ଚର୍ମ ପରିବର୍ତ୍ତେ 2 ଲେୟାର ଚର୍ମ ଥିଲା । ସଂକ୍ରମଣରୁ ବଞ୍ଚିବା ପାଇଁ ଡାକ୍ତରମାନେ ଖୁବ ଯତ୍ନ କରିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ମେହେତା ।

ତେବେ ଜିଆନାଙ୍କ ମା  କହିଛନ୍ତି, ତାର ବଞ୍ଚିବା ଓ ସୁସ୍ଥ ରହିବା ପୁରା ଆମେ ଭଗବାନଙ୍କ ଉପରେ ଛାଡି ଦେଇଛୁ । ଜିଆନାର ଜନ୍ମପୁର୍ବରୁ ଦୁଇଥର ପିଲା ନଷ୍ଟ ହୋଇସାରିଛି । ମୁଁ ଜାଣିଥିଲି ଭଗବାନ ମୋ ଠାରୁ କେବେ ମାତୃତ୍ବ ଛଡାଇ ନେବେ ନାହିଁ । ମୁଁ ନିଶ୍ଚୟ ସନ୍ତାନ ପ୍ରସବ କରିବି । ଏହା ସତ ମଧ୍ୟ ହେଲା ।  

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.