ETV Bharat / bharat

‘ରୋଜଗାର ପାଇଁ ପାଠ ପଢିବା ଶିକ୍ଷା ନୁହେଁ’ - ଶିକ୍ଷା ସଂସ୍କୃତି ସଂସ୍ଥାନ

ମାତୃଭାଷା ଉପରେ ଜୋର ଦେବାକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପ୍ରମୁଖ ମୋହନ ଭାଗବତଙ୍କ ଆହ୍ବାନ । ଇଂରାଜୀ ଜ୍ଞାନ ଦ୍ବରା ଟଙ୍କା ରୋଜଗାର କରିବାର ଧାରଣାକୁ ବଦଳାଇବା ପାଇଁ କହିଲେ ଭାଗବତ ।

ଫାଇଲ ଫଟୋ
author img

By

Published : Aug 18, 2019, 3:04 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପ୍ରମୁଖ ମୋହନ ଭାଗବତ ଜନତାଙ୍କୁ ମାତୃଭାଷା ଉପରେ ଜୋର ଦେବାକୁ କହିଛନ୍ତି । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ରାଷ୍ଚ୍ରୀୟ ମୁକ୍ତ ବିଶ୍ବ ବିଦ୍ୟାଳୟରେ ଶିକ୍ଷା ସଂସ୍କୃତି ସଂସ୍ଥାନ ଦ୍ବରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗବତ ଯୋଗ ଦେଇ ମାତୃଭାଷା ପଢା ଉପରେ ଅଧିକ ଗୁରୁତ୍ବ ଦେବାକୁ ଜନତାଙ୍କୁ କହିଛନ୍ତି ।

କେବଳ ଇଂରାଜୀ ଜ୍ଞାନରୁ ହିଁ ରୋଜଗାର କରି ଟଙ୍କା କମାଇବାର ଧାରଣାକୁ ବଦଳାଇବାକୁ ପଡିବ ବୋଲି ଭାଗବତ କହିଛନ୍ତି । ସେହିପରି ଶିକ୍ଷା ପ୍ରଣାଳୀରେ ଭାରତୀୟତାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ଭାଗବତ ।

ଅନ୍ୟପକ୍ଷେ ଭାଗବତ କହିଛନ୍ତି ଯଦି କେହି ବ୍ୟକ୍ତି ରୋଜଗାର ପାଇିଁ ପଢୁଛି ତେବେ ତାହା ଶିକ୍ଷା ନୁହେଁ, କାରଣ ସମାଜରେ ଏପରି ଅନେକ ଉଦାହରଣ ରହିଛି ଯେଉଁଠି ଅଶିକ୍ଷିତ ଲୋକ ଶିକ୍ଷିତ ଲୋକଙ୍କୁ ଚାକିରୀ ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.