ETV Bharat / bharat

କାରଗିଲ ଦିବସ: ଶହୀଦଙ୍କୁ ରେଳ ବିଭାଗର ଶ୍ରଦ୍ଧାଞ୍ଜଳି, ଟ୍ରେନରେ ଲାଗିବ ପୋଷ୍ଟର - kargil-war-heroes

କାରଗିଲ ବିଜୟ ଦିବସ ଅବସରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଟ୍ରେନରେ ଭିନାଇଲ ପୋଷ୍ଟର ଲଗାଇବ ଭାରତୀୟ ରେଲଓ୍ବେ । ରେଲଓ୍ବେ ସର୍ବପ୍ରଥମେ ଏହି ଭିନାଇଲ ପୋଷ୍ଟର କାଶୀ ବିଶ୍ବନାଥ ଟ୍ରେନର କୋଚରେ ଲଗାଇବାକୁ ଯାଉଛି ।

ଡିଜାଇନ ଫଟୋ
author img

By

Published : Jul 14, 2019, 11:11 AM IST

ନୂଆଦିଲ୍ଲୀ: ଜୁଲାଇ 27ରେ ସାରା ଦେଶରେ ପାଳନ ହେବ କାରଗିଲ ବିଜୟ ଦିବସ । ଏହି ଅବସରରେ କାରଗିଲର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଟ୍ରେନ ଗୁଡିକର 700ରୁ ଅଧିକ କୋଚରେ ଲଗାଯିବ ଭିନାଇଲ ପୋଷ୍ଟର । ସୋମବାରଠାରୁ ଏହି ପୋଷ୍ଟର ଲଗାଇବା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ରେଲଓ୍ବେ ସର୍ବପ୍ରଥମେ ଏହି ଭିନାଇଲ ପୋଷ୍ଟର କାଶୀ ବିଶ୍ବନାଥ ଟ୍ରେନର କୋଚରେ ଲଗାଇବାକୁ ଯାଉଛି । 700ରୁ ଅଧିକ କୋଚର କବାଟରେ ଏହି ଭିନାଇଲ ପୋଷ୍ଟର ଲଗାଯିବା ନେଇ ରେଲଓ୍ବେ ପକ୍ଷରୁ କୁହାଯାଇଛି ।

କାରଗିଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଭିନାଇଲ ପୋଷ୍ଟର ଲଗାଯିବାକୁ ଥିବାବେଳେ ଏହାକୁ ଭାରତୀୟ ସେନା ତିଆରି କରିଥିବା ରେଲଓ୍ବେ ଅଧିକାରୀ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.