ETV Bharat / bharat

ବଢିଲା ନୌସେନା ବଳ, ସାମିଲ ହେଲା ଏଲ-56

ଜଳଭାଗରେ ପରାକ୍ରମ ଦେଖାଇବାକୁ ସାମିଲ ହେଲା ଏଲ-56। ଏଲସିୟୁ ଗାର୍ଡେନ ରିଚ ସିପ ବିଲଡର ଓ ଇଞ୍ଜିନିୟରର(ଜିଆରଏସଇ) 100ତମ ଯୁଦ୍ଧ ଜାହାଜ ଏବେ ଭାରତୀୟ ନୌସେନାର ବଢାଇବ ତାକତ।

author img

By

Published : Mar 31, 2019, 2:24 PM IST

ଫଟୋ ସୌଜନ୍ୟ: @indiannavy ‏

ନୂଆଦିଲ୍ଲୀ: ସଶକ୍ତ ହେଉଛି ଭାରତୀୟ ନୌସେନା। ଜଳଭାଗରେ ପରାକ୍ରମ ଦେଖାଇବାକୁ ସାମିଲ ହେଲା ଅଗ୍ନୀବର୍ଷି ଯୁଦ୍ଧ ଏଲ-56। ନୌସେନାଙ୍କ ବଳ ବଢାଇବ ଲ୍ୟାଣ୍ଡିଂ କ୍ରାଫ୍ଟ ୟୁଟିଲିଟି, ଏଲ-56 । ଯୁଦ୍ଧ ଜାହାଜ ମାଧ୍ୟମରେ ଶତ୍ରୁ ପକ୍ଷକୁ ମିଳବ କଡା ଟକ୍କର। କୋଲକାତା ଗାର୍ଡେନ ରିଚ ସିପ ବିଲଡର ଓ ଇଞ୍ଜିନିୟରଙ୍କ ଦ୍ବାରା ନିର୍ମାଣ ହୋଇଛି ଏହି ଯୁଦ୍ଧ ଜାହାଜ।

ଏଲସିୟୁ ଗାର୍ଡେନ ରିଚ ସିପ ବିଲଡର ଓ ଇଞ୍ଜିନିୟରର(ଜିଆରଏସଇ) 100ତମ ଯୁଦ୍ଧ ଜାହାଜ। ଏହି ଜାହାଜରେ 216 କର୍ମଚାରୀ ସହ 2ଟି ସ୍ବଦେଶୀ ସିଆଏନ-91 କୁ ସମାୟୋଜିତ କରିବ। ଏଲସିୟୁ 63 ମିଟର ଲମ୍ବା ଓ 11 ମିଟର ଚଉଡା ବିଶିଷ୍ଟ। ଏଥିସହ ଭୂପୃଷ୍ଟର 1.7 ମିଟରରୁ 830ଟନ ଉଠାଇବାରେ ସକ୍ଷମ ରଖୁଛି ଏହି ଜାହାଜ।

ଭାରତୀୟ ନୌସେନା, ଇଣ୍ଡିଆନ କୋଷ୍ଟ ଗାର୍ଡ ଓ ମୋରିସିୟସ କୋଷ୍ଟ ଗାର୍ଡରେ 100 ଯୁଦ୍ଧ ଜାହାଜ ନିର୍ମାଣ ଓ ଉଦ୍ଧାର କରିବା ଲାଗି ପ୍ରଥମ ଥର ପାଇଁ ଜିଆରଏସଇ ଭାରତୀୟ ସିପୟାର୍ଡ ସହ ହାତ ମିଳାଇଛି ।

ନୌସେନାର 8ଟି ଜାହାଜ ମଧ୍ୟରୁ ଏହା 6ନମ୍ବରହୋଇଥିବା ବେଳେ ଅନ୍ୟ ଦୁଇଟିର କାର୍ଯ୍ୟ ନିର୍ମାଣ ଚାଲୁଅଛି। ଗତ 22 ମାସ ମଧ୍ୟରେ ଜିଆରଏସଇ ପକ୍ଷରୁ ଭାରତକୁ 8ଟି ଯୁଦ୍ଧ ଜାହାଜ ମିଳିଛି।

Intro:Body:

HGJ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.