ETV Bharat / bharat

କୋରୋନା ଭୟ: ଦ୍ବିବାର୍ଷିକ ଆର୍ମି କମାଣ୍ଡର ସମ୍ମିଳନୀ ସ୍ଥଗିତ - indian army

ଦେଶରେ କୋରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହାର ଦ୍ବିବାର୍ଷିକ ଆର୍ମି କମାଣ୍ଡର ସମ୍ମିଳନୀକୁ ସ୍ଥଗିତ ରଖିଛି । ଅଧିକ ପଢନ୍ତୁ...

indian army postpones its bi annual army commanders conference in view of covid 19
କୋରୋନା ଭୟ: ଦ୍ବିବାର୍ଷିକ ଆର୍ମି କମାଣ୍ଡର ସମ୍ମିଳନୀ ସ୍ଥଗିତ
author img

By

Published : Apr 8, 2020, 4:54 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଆତଙ୍କକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହାର ଦ୍ବିବାର୍ଷିକ ଆର୍ମି କମାଣ୍ଡର ସମ୍ମିଳନୀକୁ ସ୍ଥଗିତ ରଖିଛି । ଏହି ସମ୍ମିଳନୀ ଏପ୍ରିଲ 16ରୁ ଆୟୋଜିତ ହୋଇଥାନ୍ତା । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି, ‘COVID-19କୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏହାର ଦ୍ବିବାର୍ଷିକ ଆର୍ମି କମାଣ୍ଡର ସମ୍ମିଳନୀକୁ ସ୍ଥଗିତ ରଖିଛି । ଏହା ସହ ଚିଫ ଅଫ ଦି ଆର୍ମି ଷ୍ଟାଫଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଛି ।’ ଏହି ବୈଠକରେ ବର୍ତ୍ତମାନର ସୁରକ୍ଷା ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ନେଇ ଭାରତୀୟ ସେନା ପ୍ରକାଶ କରିଛି ।

ଭାରତରେ ରୋରୋନା ପଜିଟିଭ ସଂଖ୍ୟା ଦ୍ରୁତ ବୃଦ୍ଧି ପାଇଛି । ଫଳରେ ମୋଟ କୋରୋନା ପଜିଟିଭ ସଂଖ୍ୟା 5,194ରେ ପହଞ୍ଚିଛି । ଅନ୍ୟପକ୍ଷରେ 4,643 ଜଣ ଚିକିତ୍ସିତ ହେଉଥିବା ବେଳେ 401 ଜଣ ଲୋକ ଡିସଚାର୍ଜ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.