ETV Bharat / bharat

‘ମାନବାଧିକାରର ସୁରକ୍ଷା ପ୍ରତି ସେନାର ରହିଛି ସମ୍ମାନ’ - indian-army

ଜାତୀୟ ମାନବାଧିକାର ଆୟୋଗ(ଏନଏଚ୍‌ଆର୍‌ସି)ର ଏକ ଆଲୋଚନା ‘ଯୁଦ୍ଧ ବେଳେ ମାନବାଧିକାରର ସୁରକ୍ଷା ଓ ଯୁଦ୍ଧବନ୍ଦୀ’ରେ ଯୋଗଦେଇଛନ୍ତି ସେନା ମୁଖ୍ୟ ବିପିନ ରାୱତ । ଭାରତୀୟ ସେନା ଅତ୍ୟନ୍ତ ଶୃଙ୍ଖଳିତ ଏବଂ ମାନବାଧିକାର ଆଇନ ପ୍ରତି ସେନାର ସର୍ବାଧିକ ସମ୍ମାନ ରହିଥିବା କହିଛନ୍ତି ସେନାଧ୍ୟକ୍ଷ ।

ମାନବାଧିକାରର ସୁରକ୍ଷା
ମାନବାଧିକାରର ସୁରକ୍ଷା
author img

By

Published : Dec 28, 2019, 2:26 PM IST

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବଳ ଅତ୍ୟନ୍ତ ଶୃଙ୍ଖଳିତ । ମାନବାଧିକାର ଆଇନ ପ୍ରତି ସେନାର ଯଥେଷ୍ଟ ସମ୍ମାନ ରହିଥିବା କହିଛନ୍ତି ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ । ସେନା କେବଳ ଦେଶବାସୀଙ୍କ ମାନବାଧିକାରର ସୁରକ୍ଷାକୁ ସୁନିଶ୍ଚିତ କରେ ନାହିଁ, ବରଂ ମାନବାଧିକାରକୁ ରକ୍ଷା କରିବାକୁ ପ୍ରୟାସ କରିଥାଏ ବୋଲି କହିଛନ୍ତି ସେନା ମୁଖ୍ୟ ।

‘ଯୁଦ୍ଧ ବେଳେ ମାନବାଧିକାରର ସୁରକ୍ଷା ଓ ଯୁଦ୍ଧବନ୍ଦୀ’ ଶୀର୍ଷକ ଆଲୋଚନାରେ ଜାତୀୟ ମାନବାଧିକାର ଆୟୋଗ(ଏନଏଚ୍‌ଆର୍‌ସି)ର ଏକ କାର୍ଯ୍ୟକ୍ରମରେ ଶୁକ୍ରବାର ଯୋଗଦେଇଛନ୍ତି ବିପିନ ରାୱତ । ସମ୍ମିଳନୀରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଜେନେରାଲ ରାଓ୍ବତ ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.