ETV Bharat / bharat

'ପିଓକରେ ପଶି ମୁଜାଫରାବାଦକୁ ଦଖଲରେ ନେଉ ଭାରତ' - ମୁଜାଫରାବାଦ

ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି ଯେ ଭାରତକୁ ଏପରି ଭଲ ସୁଯୋଗ ପୁଣି ମିଳିବ ନାହିଁ । ଦେଶର ସେନା ଏହି ସୁଯୋଗରେ ପାକ ଅଧିକୃତ କଶ୍ମୀର(ପିଓକେ)ରେ ପଶି ମୁଜାଫରବାଦ ଉପରେ ଦଖଲ କରିନେବା ଉଚିତ ବୋଲି ସେ କହିଛନ୍ତି । ସେ ଟ୍ବିଟ କରି ଏହା କହିଛନ୍ତି ।

ଫାଇଳ ଫଟୋ
author img

By

Published : Feb 17, 2019, 11:45 PM IST

ନୂଆଦିଲ୍ଲୀ: ଘାଟିରେ ଇତିହାସର ସବୁଠାରୁ ବଡ ଆକ୍ରମଣରେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଆକ୍ରମଣରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଛନ୍ତି । ଏନେଇ ବିଭିନ୍ନ ରାଜନୈତିକ ପ୍ରତିକ୍ରିୟା ଆସୁଛି । ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି । ଏହି କ୍ରମରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ମୋଦି ସରକାରଙ୍କୁ ଉପଦେଶ ଦେଇଛନ୍ତି ।

ସେ କହିଛନ୍ତି ଯେ ଭାରତକୁ ଏପରି ଭଲ ସୁଯୋଗ ପୁଣି ମିଳିବ ନାହିଁ । ଦେଶର ସେନା ଏହି ସୁଯୋଗରେ ପାକ ଅଧିକୃତ କଶ୍ମୀର(ପିଓକେ)ରେ ପଶି ମୁଜାଫରବାଦ ଉପରେ ଦଖଲ କରିନେବା ଉଚିତ ବୋଲି ସେ କହିଛନ୍ତି । ସେ ଟ୍ବିଟ କରି ଏହା କହିଛନ୍ତି ।

ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ଭାରତ ସପକ୍ଷରେ ପରିସ୍ଥିତି ରହିଛି । ଆମ ପାଖରେ ଯୁଦ୍ଧବିରତି ଉଲଙ୍ଘନ କରିବା ଓ ପିଓକେରୁ ମୁଜାଫରାବାଦକୁ ପୁଣିଥରେ ହାସଲ କରିବା ସୁଯୋଗ ରହିଛି । ଇସ୍ରାଇଲରୁ କିଣା ଯାଇଥିବା ଡ୍ରୋନ ଦ୍ବାରା ମସୁଦ ଅଜହରଙ୍କୁ ନିପାତ କରିବା ଆବଶ୍ୟକ ଓ କେବଳ ଗୋଟିଏ ପେନ ଦ୍ବାରା ଧାରା ୩୭୦କୁ ଶେଷ କରିବାର ଆବଶ୍ୟକତା ରହିଛି ।

AP Video Delivery Log - 1400 GMT News
Sunday, 17 February, 2019
Here is a roundup of Associated Press video content which has been sent to customers in the last hour. These items are available to access now on Media Port and Video Hub. Please note, customers will receive stories only if subscribed to the relevant product.
AP-APTN-1358: Kosovo Independence AP Clients Only 4196595
Kosovo celebrates anniversary of independence
AP-APTN-1358: Vatican Abuse AP Clients Only 4196592
Pope asks for prayers for abuse summit at Vatican
AP-APTN-1358: Nigeria Observers AP Clients Only 4196588
International observers on Nigeria vote delay
AP-APTN-1358: Bangladesh Fire AP Clients Only 4196593
Deadly fire spreads through Bangladesh shantytown
AP-APTN-1340: Syria Begum No access UK; No use by BBC, ITN (Including Channel 4 And 5), Al Jazeera, Bloomberg, UK national newspaper digital sites and apps 4196590
Teenager who joined IS on her wish to return to UK
AP-APTN-1324: Germany Syria No access Germany; One week news access only; Online access only 3 minutes of all pool footage provided on 17 February 2019 4196587
US envoy for Syria says pullout won't be abrupt
AP-APTN-1303: Germany Gantz AP Clients Only 4196585
Netanyahu challenger issues warning to Iran
AP-APTN-1257: France Finkielkraut Reaction AP Clients Only 4196584
Yellow vests protest organiser on Finkielkraut
AP-APTN-1233: France Finkielkraut YahooActu logo cannot be removed 4196582
Anti-Semitic remarks hurled at French philosopher
AP-APTN-1218: US UK Jihadis Content has significant restrictions, see script for details 4196560
Trump urges Europe to take back foreign IS fighters
AP-APTN-1217: Germany Qatar No access Germany; One week news access only; Online access only 3 minutes of all pool footage provided on 17 February 2019 4196580
Qatar foreign minister urges caution on IS defeat
AP-APTN-1204: MidEast Netanyahu AP Clients Only 4196578
Israel PM on Warsaw conference, meeting with Putin
To opt-in to receive AP’s video updates (content alerts, outlooks, etc) via email, please register via http://discover.ap.org/Signup-for-APvideoalert
If you have a video coverage enquiry, please contact the Customer Desk (available 24/7) – customerdesk@ap.org
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.