ETV Bharat / bharat

ଇଣ୍ଡିଆ ନା ଭାରତ, ଆସନ୍ତାକାଲି ହେବ ଶୁଣାଣି

ଦେଶର ଇଂରାଜୀ ନାମ ‘ଇଣ୍ଡିଆ’ ବଦଳରେ ଭାରତ କରିବାକୁ ଦାବି କରି ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନର ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ହେବ । ଆଜି ଏହାର ଶୁଣାଣି ହେବାକୁ ଥିବାବେଳେ ପ୍ରଧାନ ବିଚାରପତିଙ୍କ ଅନୁପସ୍ଥିତ କାରଣରୁ ଶୁଣାଣି ଆସନ୍ତାକାଲି ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

supreme court
ଇଣ୍ଡିଆ ନା ଭାରତ, ଶୁଣାଣି ଆଜି
author img

By

Published : Jun 2, 2020, 8:25 AM IST

Updated : Jun 2, 2020, 1:18 PM IST

ନୂଆଦିଲ୍ଲୀ: ଦେଶର ଇଂରାଜୀ ନାମ ‘ଇଣ୍ଡିଆ’ ବଦଳରେ ଭାରତ କରିବାକୁ ଦାବି କରି ସୁପ୍ରିମ୍‌ କୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ହେବ । ଆଜି ଏହାର ଶୁଣାଣି ହେବାକୁ ଥିବାବେଳେ ପ୍ରଧାନ ବିଚାରପତିଙ୍କ ଅନୁପସ୍ଥିତ କାରଣରୁ ଶୁଣାଣି ଆସନ୍ତାକାଲି ହେବ ବୋଲି ଜଣାପଡିଛି ।

ଇଣ୍ଡିଆ ବଦଳରେ ଭାରତ ନାମକରଣ କଲେ ଜାତୀୟତାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ ବୋଲି ଦର୍ଶାଇ ସୁପ୍ରିମ୍‌ କୋର୍ଟରେ ଜଣେ ଆବେଦନକାରୀ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ।

Last Updated : Jun 2, 2020, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.