ETV Bharat / bharat

ବାଲାଂଦେଶ-ଦକ୍ଷିଣ କୋରିଆ ଦେଖିବେ ଡିଡି ଇଣ୍ଡିଆ

author img

By

Published : Jun 19, 2019, 9:03 PM IST

ବାଲାଂଦେଶ ଏବଂ ଦକ୍ଷିଣ କୋରିଆରେ ପ୍ରସାରଣ ହେବ ଭାରତର ଅଫିସିଆଲ ଚ୍ୟାନେଲ ଡିଡି ଇଣ୍ଡିଆ । ଏହା ବଦଳରେ ଭାରତବାସୀ ମଧ୍ୟ ବାଲାଂଦେଶର ଅଫିସିଆଲ ଚ୍ୟାନେଲ ଦେଖିପାରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଏଣିକି ବାଲାଂଦେଶ ଏବଂ ଦକ୍ଷିଣ କୋରିଆରେ ପ୍ରସାରଣ ହେବ ଭାରତର ଅଫିସିଆଲ ଚ୍ୟାନେଲ୍ ଡିଡି ଇଣ୍ଡିଆ । ଏହା ବଦଳରେ ଭାରତବାସୀ ମଧ୍ୟ ବାଲାଂଦେଶର ଅଫିସିଆଲ ଚ୍ୟାନେଲ ଦେଖିପାରିବେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ବାଲାଂଦେଶ ମଧ୍ୟରେ ଏନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ସୂଚନା ଦେଇ କହିଛନ୍ତି । ଭାରତ, ବାଲାଂଦେଶ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଏ ନେଇ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଏହି ଦୁଇ ଦେଶରେ ଏଣିକି ଡିଡି ଇଣ୍ଡିଆ ପ୍ରସାରଣ ହେବ । ଏହା ବଦଳରେ ବାଲାଂଦେଶର ଅଫିସିଆଲ ଚ୍ୟାନେଲ ଏବଂ ଦକ୍ଷିଣ କୋରିଆର କେବିଏସ ଚ୍ୟାନେଲକୁ ଭାରତରେ ପ୍ରସାରଣ ଅନୁମତି ମିଳିଛି । ଏହା ଦ୍ବାରା ପଡୋଶୀ ଦେଶ ସହ ସମ୍ପର୍କ ଭଲ ରହିବ ବୋଲି ଜାଭେଦକର କହିଛନ୍ତି ।

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.