ETV Bharat / bharat

‘ଇଣ୍ଡିଆ ତୁମକୁ ଅପେକ୍ଷା କରିଛି’

author img

By

Published : Feb 24, 2020, 9:56 AM IST

Updated : Feb 24, 2020, 11:20 AM IST

ସବୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ବିଶ୍ବର ଦୁଇ ପ୍ରମୁଖ ରାଷ୍ଟ୍ରନେତାଙ୍କ ଅଭିବାଦନକୁ ଚାହିଁ ରହିଛି ସାରା ଦେଶ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ ଉତ୍କଣ୍ଠାକୁ ଦ୍ବିଗୁଣିତ କରିଛି । ଆହୁରି ପଢନ୍ତୁ...

india-awaits-your-arrival
india-awaits-your-arrival

ନୂଆଦିଲ୍ଲୀ: ସମୟ ଯେତିକି ନିକଟତର ହେଉଛି ଉତ୍କଣ୍ଠା ସେତିକି ମାତ୍ରାରେ ଦ୍ବିଗୁଣିତ ହେଉଛି । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତରେ ପାଦ ରଖିବେ ଆମେରିକା ରାଷ୍ଟ୍ରପତି । କିନ୍ତୁ ଏହାରି ଭିତରେ ଉତ୍ସାହକୁ ଶୀର୍ଷସ୍ତରକୁ ନେଇଯାଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ବିଟ ।

narendra modi
@Narendra Modi

‘ଟ୍ରମ୍ପ ତୁମକୁ ସାରା ଭାରତ ଅପେକ୍ଷା କରି ରହିଛି । ତୁମର ଭାରତ ଗସ୍ତ ଦୃଢ ବନ୍ଧୁତ୍ବର ନିଦର୍ଶନ ଦେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି ।

ସେହିପରି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତକୁ ନେଇ ଟ୍ବିଟ କରିଥିବା ଭିଡ଼ିଓକୁ ରିଟ୍ବିଟ ମଧ୍ୟ କରିଛନ୍ତି । ଭାରତ-ଆମେରିକା ମଧ୍ୟରେ ଥିବା ବନ୍ଧୁତ୍ବର ସମ୍ପର୍କ ଆହୁରି ମଜଭୁତ ହେବାକୁ ଯାଉଛି । ତୁମ ଆସିବାକୁ ସାରା ଦେଶ ଅପେକ୍ଷା କରିଥିବା ମୋଦି କହିଛନ୍ତି ।

Last Updated : Feb 24, 2020, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.