ETV Bharat / bharat

ସୋସିଆଲ ମିଡିଆରେ ବଢିଲେ ଫଲୋଅର୍ସ, ପତ୍ନୀଙ୍କୁ ହତ୍ୟା କଲା ପତି - ସ୍ବାମୀ, ରାଜସ୍ଥାନ ହତ୍ୟାକାଣ୍ଡ

ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଶେୟାର କରିବା ସହ ବଢୁଥିବା ଫଲୋଅର୍ସ ସଂଖ୍ୟାକୁ ନେଇ ରାଜସ୍ଥାନର ଆମେର ଥାନାଞ୍ଚଳରେ ଘଟିଛି ଏକ ଭୟଙ୍କର ଘଟଣା । ପତ୍ନୀଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ବଢୁଥିବା ଫଲୋଅର୍ସ ସଂଖ୍ୟାକୁ ନେଇ କ୍ରୋଧାନ୍ବିତ ସ୍ବାମୀ ତାଙ୍କୁ ହତ୍ୟା କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି ।

rajasthan murder case, murder in rajasthan for social media, social media followers made husband kill wife, ସୋସିଆଲ ମିଡିଆର ଫଲୋଅର୍ସ ସଂଖ୍ୟା ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ରାଜସ୍ଥାନ ହତ୍ୟାକାଣ୍ଡ, ସୋସିଆଲ ମିଡିଆ ପାଇଁ ରାଜସ୍ଥାନରେ ହତ୍ୟାକାଣ୍ଡ
ସୋସିଆଲ ମିଡିଆରେ ବଢୁଥିବା ଫଲୋଅର୍ସ ସଂଖ୍ୟା ସାଜିଲା ମୃତ୍ୟୁର କାରଣ
author img

By

Published : Jan 21, 2020, 2:44 AM IST

ଜୟପୁର: ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଶେୟାର କରିବା ସହ ବଢୁଥିବା ଫଲୋଅର୍ସ ସଂଖ୍ୟାକୁ ନେଇ ରାଜସ୍ଥାନର ଆମେର ଥାନାଞ୍ଚଳରେ ଘଟିଛି ଏକ ଭୟଙ୍କର ଘଟଣା । ପତ୍ନୀଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ବଢୁଥିବା ଫଲୋଅର୍ସ ସଂଖ୍ୟାକୁ ନେଇ କ୍ରୋଧାନ୍ବିତ ସ୍ବାମୀ ତାଙ୍କୁ ହତ୍ୟା କରିଥିବା ଭଳି ଘଟଣା ସାମ୍ନାକୁ ଆସିଛି । ସୋମବାର ରେଶମା ମଙ୍ଗଲାନୀ ନାମକ ମହିଳାଙ୍କ ରକ୍ତାକ୍ତ ମୃତଦେହ ଜବତ ହେବା ପରେ ଏପରି ଅମାନବୀୟ ହତ୍ୟାକାଣ୍ଡର ସତ୍ୟତା ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆରେ ବଢୁଥିବା ଫଲୋଅର୍ସ ସଂଖ୍ୟା ସାଜିଲା ମୃତ୍ୟୁର କାରଣ

ସୂଚନା ମୁତାବକ ସ୍ତ୍ରୀଙ୍କ ଏହି ମାତ୍ରାଧିକ ଫଲୋଅର୍ସକୁ ଦେଖି ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲା ଜହ୍ଲାଦ ସ୍ବାମୀ ଅୟାଜ ଅହମ୍ମଦ । ଉଭୟଙ୍କ ବାହାଘରକୁ 2 ବର୍ଷ ହୋଇଥିଲେ ସୁଦ୍ଧା ପତ୍ନୀଙ୍କ ଚରିତ୍ରକୁ ନେଇ ସ୍ବାମୀ ଅୟାଜର ସବୁବେଳେ ସନ୍ଦେହ ରହୁଥିଲା । ସେଥିରେ ପୁଣି ସୋସିଆଲ ମିଡିଆରେ ବଢୁଥିବା ଫଲୋଅର୍ସ ସଂଖ୍ୟା ସ୍ବାମୀଙ୍କୁ ଅଧିକ କ୍ରୋଧାନ୍ବିତ କରିଥିଲା । ଫଳରେ ଯୋଜନାବଦ୍ଧ ଭାବେ ପ୍ରଥମେ ସ୍ତ୍ରୀକୁ ମଦ ପିଆଇ ଘଟଣାସ୍ଥଳକୁ ନେଇଥିଲା ସ୍ବାମୀ ।

ସେଠାରେ ପତ୍ନୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୁହଁକୁ ପଥରରେ ଛେଚି ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିଲା ଅୟାଜ । ସୋମବାର ଦିଲ୍ଲୀ ହାଇୱେସ୍ଥିତ ନୂଆ ମାତା ମନ୍ଦିର ପାଖ ରାସ୍ତାକଡରେ ରେଶମାଙ୍କ ମୃତଦେହ ପୋଲିସ ଠାବ କରିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ । ମାତ୍ର 5 ଘଣ୍ଟା ମଧ୍ୟରେ ପୋଲିସ ଘଟଣାର ପର୍ଦ୍ଦାଫାସ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:जयपुर. सोशल मीडिया पर फोटो और वीडियो शेयर करने के साथ ही फॉलोअर्स की बढ़ती संख्या एक महिला की मौत का कारण बन गई. जी हां राजधानी जयपुर के आमेर थाना इलाके में खून से सना महिला का शव मिलने के मामले में पुलिस ने 5 घंटों के भीतर ही खुलासा कर दिया. पुलिस ने हत्या के आरोप में महिला के पति अयाज अहमद को गिरफ्तार किया है. आरोपी पति ने हत्या की वारदात को अंजाम देना कबूल किया है.

Body:मामले का खुलासा करते हुए एडिशनल पुलिस कमिश्नर क्राइम अशोक कुमार गुप्ता ने बताया कि दिल्ली हाईवे स्थित नई माता मंदिर के पास सड़क किनारे अलसुबह महिला को खून से सना शव मिला था. महिला की हत्या के बाद उसकी पहचान छिपाने के लिए उसके सिर को पत्थर से कुचल दिया गया. लेकिन पुलिस की जांच पड़ताल में शव की शिनाख्त जयसिंह पुरा खोर निवासी रेशमा मंगलानी के तौर पर हुई. पुलिस ने परिजनों से पूछताछ की तो परिजनों ने महिला के पति पर संदेह जाहिर किया.

जिसमें जांच के दौरान पुलिस ने तमाम साक्ष्य जुटाते हुए महिला के पति अयाज अहमद को गिरफ्तार कर लिया. पुलिस की मानें तो आरोपी अयाज अहमद अपनी पत्नी के चरित्र पर संदेह करता था. 2 साल पहले ही दोनों की शादी हुई थी लेकिन शादी के बाद से ही दोनों में विवाद चल रहा था. अपनी पत्नी से छुटकारा पाने के लिए पति ने पहले पत्नी को शराब पिलाई और योजनाबद्ध तरीके से उसकी हत्या कर दी. सूत्रों की मानें तो मृतका सोशल मीडिया पर अपनी फोटो और वीडियो शेयर करती और उसके फ़ॉलोअर्स भी काफी संख्या में बढ़ रहे थे. ऐसे में आरोपी पति अपनी पत्नी पर शक करता था. जिसके चलते इस वारदात को अंजाम दिया गया. फिलहाल पुलिस आरोपी पति से पूछताछ कर मामले की जांच कर रही है.

बाइट- अशोक गुप्ता, एडिशनल पुलिस कमिश्नर क्राइम, जयपुर

Conclusion:...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.